କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ ଦର ପୁଣି କମିଲା। ଶୁକ୍ରବାର ସରକାର ପେଟ୍ରୋଲ୍ ଲିଟର ପିଛା ୨ଟଙ୍କା ୪୩ ପଇସା କମାଇ ଦେଇଛନ୍ତି। ସେହିପରି ଡିଜେଲ ଦର ଲିଟର ପିଛା ୩ ଟଙ୍କା ୬୦ ପଇସା କମିଛି। ଶୁକ୍ରବାର ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ। ସେହିପରି ଅଣ-ସବସିଡି ଯୁକ୍ତ ଏଲପିଜି ଦର ମଧ୍ୟ କମ୍ ହୋଇଛି। ୧୪.୨ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୨୩ଟଙ୍କା ୫୦ ପଇସା ହ୍ରାସ ହୋଇଛି। ଫଳରେର ଏହା ଏବେ ୫୮୫ ଟଙ୍କାରେ […]

petrolpump

petrolpump

Rakesh Mallick
  • Published: Friday, 31 July 2015
  • Updated: 31 July 2015, 05:18 PM IST

Sports

Latest News

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ ଦର ପୁଣି କମିଲା। ଶୁକ୍ରବାର ସରକାର ପେଟ୍ରୋଲ୍ ଲିଟର ପିଛା ୨ଟଙ୍କା ୪୩ ପଇସା କମାଇ ଦେଇଛନ୍ତି। ସେହିପରି ଡିଜେଲ ଦର ଲିଟର ପିଛା ୩ ଟଙ୍କା ୬୦ ପଇସା କମିଛି। ଶୁକ୍ରବାର ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ।

ସେହିପରି ଅଣ-ସବସିଡି ଯୁକ୍ତ ଏଲପିଜି ଦର ମଧ୍ୟ କମ୍ ହୋଇଛି। ୧୪.୨ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୨୩ଟଙ୍କା ୫୦ ପଇସା ହ୍ରାସ ହୋଇଛି। ଫଳରେର ଏହା ଏବେ ୫୮୫ ଟଙ୍କାରେ ଉପଲବ୍ଧ ହେବ। ଶୁକ୍ରବାର ମଧ୍ୟରାତ୍ରରୁ ଏହି ଦଳ ଲାଗୁ ହେବ।

ଏହା ପୂର୍ବରୁ ଜୁଲାଇ ୧୫ ତାରିଖରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ଲେଖାଏଁ କମିଥିଲା। ସେହିପରି ଶେଷ ଥର ପାଇଁ ଜୁଲାଇ ୧ର ଅଣ-ସବସିଡି ଏଲପିଜି ଗ୍ୟାସର ଦର ସିଲିଣ୍ଡର ପ୍ରତି ୧୮ ଟଙ୍କା ହ୍ରାସ ପାଇ ୬୦୮ ଟଙ୍କା ୫୦ ପଇସା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story