ଖସିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ବିଶ୍ୱବଜାରରେ ହ୍ରାସ ପାଇଛି ସୁନା ଓ ରୂପା ଦର। ସୂନା ୧୦ଗ୍ରାମ ପ୍ରତି ୧୭୦ଟଙ୍କା ହ୍ରାସ ପାଇ ୩୦,୯୩୦ ଟଙ୍କାକୁ ଖସିଥିବାବେଳେ ରୂପା କେଜି ପ୍ରତି ୯୦୦ ଟଙ୍କା ହ୍ରାସ ପାଇ ୪୬,୩୦୦ ଟଙ୍କାରେ ପହଞ୍ଚିଛି। ଅଳଙ୍କାର ଦୋକାନ ଓ ଘରୋଇ ଗ୍ରାହକଙ୍କ ଚାହିଦା ହ୍ରାସ ଫଳରେ ସୁନ ଓ ରୂପା ଦର ହ୍ରାସ ପାଇଛି। ଗତ ଜୁଲାଇ ୧୪ ତାରିଖରେ ସୁନା ୧୦ ଗ୍ରାମ ପ୍ରତି ୨୮୫ଟଙ୍କା ହ୍ରାସ ଘଟି ୩୦,୬୫୦ଟଙ୍କାରେ ପହଞ୍ଚିଥିଲା।ରୂପା ଦର […]

gold

gold

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 05:44 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱବଜାରରେ ହ୍ରାସ ପାଇଛି ସୁନା ଓ ରୂପା ଦର। ସୂନା ୧୦ଗ୍ରାମ ପ୍ରତି ୧୭୦ଟଙ୍କା ହ୍ରାସ ପାଇ ୩୦,୯୩୦ ଟଙ୍କାକୁ ଖସିଥିବାବେଳେ ରୂପା କେଜି ପ୍ରତି ୯୦୦ ଟଙ୍କା ହ୍ରାସ ପାଇ ୪୬,୩୦୦ ଟଙ୍କାରେ ପହଞ୍ଚିଛି।

ଅଳଙ୍କାର ଦୋକାନ ଓ ଘରୋଇ ଗ୍ରାହକଙ୍କ ଚାହିଦା ହ୍ରାସ ଫଳରେ ସୁନ ଓ ରୂପା ଦର ହ୍ରାସ ପାଇଛି।

ଗତ ଜୁଲାଇ ୧୪ ତାରିଖରେ ସୁନା ୧୦ ଗ୍ରାମ ପ୍ରତି ୨୮୫ଟଙ୍କା ହ୍ରାସ ଘଟି ୩୦,୬୫୦ଟଙ୍କାରେ ପହଞ୍ଚିଥିଲା।ରୂପା ଦର କେଜି ପ୍ରତି ୪୬,୫୦୦ ଟଙ୍କାରେ ପହଞ୍ଚିଥିଲା।

ନ୍ୟୁୟର୍କରେ ସୁନା ଦର ୧.୭ ପ୍ରତିଶତ ହାସ ପାଇ ଆଉନ୍ସ ପ୍ରତି ୧୩,୪୪.୪୦ ଆମେରିକୀୟ ଡାଲାର ରହିଛି। ମେ’ ମାସ୨୪ ତାରିଖ ପରେ ଏହା ବିଶ୍ୱ ବଜାରରେ ବୃହତ୍ତମ ହ୍ରାସ ବୋଲି ଗଣନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story