ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ କୋଲକାତାରେ ଇନ୍‌ଭେଷ୍ଟମେଣ୍ଟ୍‌ ମିଟ୍‌

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆଜି କୋଲକାତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଇନ୍‌ଭେଷ୍ଟମେଣ୍ଟ୍‌ ମିଟ୍‌ ଓ ରୋଡ୍‌ ଶୋ’ର ଆୟୋଜନ କରାଯାଇଥିଲା।  ଏଥିରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ପଶ୍ଚିମବଙ୍ଗର ପ୍ରାୟ ୪୦ରୁ ଅଧିକ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ ପୁଞ୍ଜିନିବେଶକାରୀଙ୍କ ସହିତ ଆଲୋଚନା କରିଥିଲେ। ସେ କହିଥିଲେ,“ଓଡ଼ିଶାରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ସହିତ କୃଷି ଭିତ୍ତିକ ଓ କପଡ଼ା ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ଏବଂ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଓଡ଼ିଶାର […]

Devi-Prasad-mishra

Devi-Prasad-mishra

Rakesh Mallick
  • Published: Thursday, 27 October 2016
  • Updated: 27 October 2016, 11:04 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆଜି କୋଲକାତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଇନ୍‌ଭେଷ୍ଟମେଣ୍ଟ୍‌ ମିଟ୍‌ ଓ ରୋଡ୍‌ ଶୋ’ର ଆୟୋଜନ କରାଯାଇଥିଲା।  ଏଥିରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ପଶ୍ଚିମବଙ୍ଗର ପ୍ରାୟ ୪୦ରୁ ଅଧିକ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ ପୁଞ୍ଜିନିବେଶକାରୀଙ୍କ ସହିତ ଆଲୋଚନା କରିଥିଲେ।

ସେ କହିଥିଲେ,“ଓଡ଼ିଶାରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ସହିତ କୃଷି ଭିତ୍ତିକ ଓ କପଡ଼ା ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ବାତାବରଣ ଏବଂ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଓଡ଼ିଶାର ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ପ୍ରତିରକ୍ଷା ସାମଗ୍ରୀର ଉତ୍ପାଦନ ପାଇଁ ଭାରତ ସରକାରଙ୍କର ପ୍ରତିରକ୍ଷା ବିଭାଗ ତରଫରୁ ସମସ୍ତ ଅନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏହାଛଡ଼ା ଓଡ଼ିଶାରେ ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ, ପୁନଃଉପଯୋଗୀ ଶକ୍ତି ପ୍ରକଳ୍ପ ସମେତ ସ୍ୱାସ୍ଥ୍ୟ ପର୍ଯ୍ୟଟନ ଶିଳ୍ପର ପର୍ଯ୍ୟାପ୍ତ ସୁଯୋଗ ରହିଛି।”

ନଭେମ୍ୱର ୩୦ରୁ ଡିସେମ୍ୱର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ମେକ୍‌ ଇନ୍‌ ଭେଷ୍ଟମେଣ୍ଟ। ଏଥିରେ ଭାଗ ନେବାକୁ ପୁଞ୍ଜିପତିମାନଙ୍କୁ ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା ଆମନ୍ତ୍ରଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story