ଲାଲଚାନ୍ଦ ଓ ଖିମ୍‌ଜୀରେ ଆୟକର ବିଭାଗର ଚଢ଼ାଉ

ଭୁବନେଶ୍ୱର: ଆଜି ଆୟକର ବିଭାଗ ଭୁବନେଶ୍ୱର ଓ କଟକରେ ଥିବା ଲାଲଚାନ୍ଦ ଗହଣା ଦୋକାନରେ ଚଢ଼ାଉ କରିଛି। ସେହିପରି ରାଉରକେଲାସ୍ଥିତ ଖିମଜୀରେ ମଧ୍ୟ ଚାଢ଼ାଉ କରାଯାଇଛି।