ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଆସିଛି ଲାଭାର ଦୁଇଟି ସ୍ମାର୍ଟଫୋନ୍ A72 ଓ A76। 4G ସୁବିଧା ଉପଲବ୍ଧ ଥିବା ଏହି ଦୁଇଟି ସ୍ମାର୍ଟଫୋନ ମଧ୍ୟରୁ A72ର ମୂଲ୍ୟ ୬,୪୯୯ ଟଙ୍କା ଥିବା ବେଳେ A76ର ମୂଲ୍ୟ ରହିଛି ୫,୬୯୯ ଟଙ୍କା। ଖୁବ୍ ଶୀଘ୍ର ଏହି କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନ୍ A89 ଲଞ୍ଚ କରିବାକୁ ଯାଉଛି। ଏହାର ମୂଲ୍ୟ ୫,୯୯୯ ଟଙ୍କା ରହିଛି।
ଏହି ତିନୋଟି ସ୍ମାର୍ଟଫୋନ୍ରରେ 1.5ghz କ୍ୱାଡକୋର୍ ପ୍ରୋସେସର୍ ସହିତ 1GB ରାମ୍ ଦିଆଯାଇଛି। ଏହାସହିତ ଏଗୁଡ଼ିକରେ 8GBର ଇଣ୍ଟରନାଲ୍ ମେମୋରି ଅଛି ଯାହାକୁ ମାଇକ୍ରୋ ଏସ୍ଡି କାର୍ଡ ଜରିଆରେ ବୃଦ୍ଧି କରାଯାଇପାରିବ। ଏହି ସ୍ମାର୍ଟ ଫୋନ୍ଗୁଡ଼ିକରେ ୫ ମେଗାପିକ୍ସଲ କ୍ୟାମେରା ରହିଛି।
ତେବେ A89 ସ୍ମାର୍ଟଫୋନ୍ରେ ୨ ମେଗାପିକ୍ସଲ ରିୟର୍ ଓ A76 ଫ୍ରଣ୍ଟରେ VGA କ୍ୟାମେରା ଲାଗିଛି।
A72ରେ 2,500mAH ବ୍ୟାଟେରୀ ଥିବା ବେଳେ A89ରେ 2,00mAH ଓ A76ରେ 1,850mAH ବ୍ୟାଟେରୀ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।