ନୂଆଦିଲ୍ଲୀ: ଭାରତ ବଜାରରେ ପ୍ରବେଶ କରିଛି ସ୍ମାର୍ଟଫୋନ୍ କମ୍ପାନୀ Lenovo Vive K5 Plus। ଏହାର ବଜାର ଦର ରହିଛି ୮,୪୯୯ ଟଙ୍କା। ଏହି ସ୍କାର୍ଟ ଫୋନ୍ ଆସନ୍ତା ମାର୍ଚ୍ଚ ୨୩ରେ ଦିନ ୧୨ଟାରୁ ଇ-କମର୍ସ ସାଇଟ୍ ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ। LenevoA6000 ଏବଂ Lenovo A6000 Plusର ସଫଳ ବିକ୍ରି ପରେ ଏହି ସ୍ମାର୍ଟଫୋନ୍କୁ ବଜାରରେ ଛାଡ଼ିଛି ଏହି କମ୍ପାନୀ।
ଏହା ସହ ଏହି ଦୁଇ ସ୍ମାର୍ଟଫୋନ୍ ବ୍ୟବହାରକାରୀ Day of the sale,an exchange and upgrade offers କୁ ମଧ୍ୟ ବ୍ୟବହାର କରିପାରିବେ।
ଏହି ସ୍କାର୍ଟଫୋନ୍ ସହ Lenovo vibe K5 Plusରେ Dual-SIMରେ 4G LTE ସୁବିଧା ରହିଛି। ଏହା ସିଲଭର,ଗ୍ରେ’ ଓ ଗୋଲ୍ଡ କଲରେ ଭାରତରେ ଉପଲବ୍ଧ ହେବ। ଏଥିରେ 5 Inch IPS LCD Full-HD Display (1080x1920 pixels), 64-bitocta-core SoC, 2GB RAM, 13 MP Rear Camera with LED Flash ଓ 5MP Front Faceing Camera ରହିଛି। ଏହାସହ Wi-Fi 802.11, Bluethooth 4.1,A-GPS, FM radio ଇତ୍ୟାଦି ସୁବିଧା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।