ନୂଆଦିଲ୍ଲୀ: ଆସନ୍ତା ଚାରିମାସ ମଧ୍ୟରେ ଭାରତରେ ବଜାର ପ୍ରବେଶ କରିବ LGର G5 ସ୍ମାର୍ଟଫୋନ୍। ଏହି ଫୋନଟି ଅତ୍ୟାଧୁନିକ ସୁବିଧା ଯଥା Removable Battery ଓ Modular Design ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ପାଲିଟିଛି। ଏହି ସ୍ମାର୍ଟଫୋନ୍ ବିଭିନ୍ନ ଇ-କମର୍ସ ସାଇଟ୍ରେ ମଧ୍ୟ ଉପଲବ୍ଧ ହେବ।
ଏହି ସ୍ମାର୍ଟ ଫୋନରେ 5.30-Inch Display ରହିଥିଲା ବେଳେ ଏଥିରେ Resoulation 1440x2560 pixel ସୁବିଧା ରହିଛି। ଏହାସହ ଏଥିରେ 2.1 GHz Processor ଥିବାବେଳେ ଅପରେଟିଂ ସିଷ୍ଟମ୍ Android 6.0 ସୁବିଧା ରହିଛି। ଏଥିରେ 16 megapixel Rear camera ଥିବା ବେଳେ ଫ୍ଲାସ ସହିତ 8 megapixelର Front camera ରହିଛି। ଏହାର 4GBର RAM ରହିଥିବା ବେଳେ 32GB ଯାଏଁ Internal storage ରହିଛି। ଏହା 2000 GBକୁ ବର୍ଦ୍ଧିତ ହୋଇପାରିବ।
ଏହାସହ ଏହି ସ୍ମାର୍ଟଫୋନ୍ରେ Wi-Fi, GPS, Bluethooth, NFC,3G, 4G/LTE, Compass/ Magnetometer,Proximity sencer, Accelerometer, Ambient light sencer ଓ gyroscope ପରି ବହୁ ସୁବିଧା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।