ଚାରିମାସ ମଧ୍ୟରେ ଭାରତରେ ପ୍ରବେଶ କରିବେ LGର G5 ସ୍ମାର୍ଟ ଫୋନ୍

ନୂଆଦିଲ୍ଲୀ: ଆସନ୍ତା ଚାରିମାସ ମଧ୍ୟରେ ଭାରତରେ ବଜାର ପ୍ରବେଶ କରିବ LGର G5 ସ୍ମାର୍ଟଫୋନ୍।  ଏହି ଫୋନଟି ଅତ୍ୟାଧୁନିକ ସୁବିଧା ଯଥା Removable Battery ଓ Modular Design ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ପାଲିଟିଛି। ଏହି ସ୍ମାର୍ଟଫୋନ୍ ବିଭିନ୍ନ ଇ-କମର୍ସ ସାଇଟ୍‌ରେ ମଧ୍ୟ ଉପଲବ୍ଧ ହେବ। ଏହି ସ୍ମାର୍ଟ ଫୋନରେ 5.30-Inch Display ରହିଥିଲା ବେଳେ ଏଥିରେ Resoulation 1440×2560 pixel ସୁବିଧା ରହିଛି। ଏହାସହ ଏଥିରେ 2.1 GHz Processor ଥିବାବେଳେ ଅପରେଟିଂ ସିଷ୍ଟମ୍‌ […]

lg_g5_battery

lg_g5_battery

Rakesh Mallick
  • Published: Friday, 26 February 2016
  • Updated: 26 February 2016, 05:26 PM IST

ନୂଆଦିଲ୍ଲୀ: ଆସନ୍ତା ଚାରିମାସ ମଧ୍ୟରେ ଭାରତରେ ବଜାର ପ୍ରବେଶ କରିବ LGର G5 ସ୍ମାର୍ଟଫୋନ୍।  ଏହି ଫୋନଟି ଅତ୍ୟାଧୁନିକ ସୁବିଧା ଯଥା Removable Battery ଓ Modular Design ପାଇଁ ଲୋକଙ୍କ ପ୍ରଥମ ପସନ୍ଦ ପାଲିଟିଛି। ଏହି ସ୍ମାର୍ଟଫୋନ୍ ବିଭିନ୍ନ ଇ-କମର୍ସ ସାଇଟ୍‌ରେ ମଧ୍ୟ ଉପଲବ୍ଧ ହେବ।

ଏହି ସ୍ମାର୍ଟ ଫୋନରେ 5.30-Inch Display ରହିଥିଲା ବେଳେ ଏଥିରେ Resoulation 1440x2560 pixel ସୁବିଧା ରହିଛି। ଏହାସହ ଏଥିରେ 2.1 GHz Processor ଥିବାବେଳେ ଅପରେଟିଂ ସିଷ୍ଟମ୍‌ Android 6.0 ସୁବିଧା ରହିଛି। ଏଥିରେ 16 megapixel Rear camera ଥିବା ବେଳେ ଫ୍ଲାସ ସହିତ 8 megapixelର Front camera ରହିଛି। ଏହାର 4GBର RAM ରହିଥିବା ବେଳେ 32GB ଯାଏଁ Internal storage ରହିଛି। ଏହା 2000 GBକୁ ବର୍ଦ୍ଧିତ ହୋଇପାରିବ।

ଏହାସହ ଏହି ସ୍ମାର୍ଟଫୋନ୍‌ରେ Wi-Fi, GPS, Bluethooth, NFC,3G, 4G/LTE, Compass/ Magnetometer,Proximity sencer, Accelerometer, Ambient light sencer ଓ gyroscope ପରି ବହୁ ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos