3,999 ଟଙ୍କାରେ ବଜାରକୁ ଆସିଲା Lyf Flame-4   

ନୂଆଦିଲ୍ଲୀ: Lyf Flame-4  ନାମରେ ରିଲାଏନ୍ସ ରିଟେଲ୍‌ କମ୍ପାନୀ ଆଉ ଏକ ସ୍ୱଳ୍ପଦାମୀ ସ୍ମାର୍ଟ ଫୋନ୍‌କୁ ବଜାର ପ୍ରବେଶ କରାଇଛି। ଏହାର ଦର ରହିଛି ୩,୯୯୯ ଟଙ୍କା। କମ୍ପାନୀର ୱେବ୍‌ସାଇଟ୍‌ରେ ଏହି ସ୍ମାର୍ଟଫୋନ୍‌ ବିକ୍ରି ପାଇଁ ରହିଛି। ଏହାସହ ଅଫ୍‌ଲାଇନ୍‌ ବଜାରରେ ମଧ୍ୟ କଳାରଙ୍ଗରେ ଏହି ସ୍ମାର୍ଟ ଫୋନ୍‌ ଉପଲବ୍ଧ ହେଉଛି। ଏହି ସ୍ମାର୍ଟଫୋନ୍‌ରେ ୪ ଇଞ୍ଚର ଡିସ୍‌ପ୍ଲେ, ୪୮୦x୮୦୦ ପିକ୍ସେଲ ରିଜୋଲ୍ୟୁସନ୍‌, 8GBର Internal ଷ୍ଟୋରେଜ୍‌,32 GB Expandable Memory, 1.5GHz processor, 512 RAM, […]

lyf_flame_4_front_back

lyf_flame_4_front_back

Rakesh Mallick
  • Published: Sunday, 29 May 2016
  • Updated: 29 May 2016, 12:59 PM IST

Sports

Latest News

ନୂଆଦିଲ୍ଲୀ: Lyf Flame-4  ନାମରେ ରିଲାଏନ୍ସ ରିଟେଲ୍‌ କମ୍ପାନୀ ଆଉ ଏକ ସ୍ୱଳ୍ପଦାମୀ ସ୍ମାର୍ଟ ଫୋନ୍‌କୁ ବଜାର ପ୍ରବେଶ କରାଇଛି। ଏହାର ଦର ରହିଛି ୩,୯୯୯ ଟଙ୍କା। କମ୍ପାନୀର ୱେବ୍‌ସାଇଟ୍‌ରେ ଏହି ସ୍ମାର୍ଟଫୋନ୍‌ ବିକ୍ରି ପାଇଁ ରହିଛି। ଏହାସହ ଅଫ୍‌ଲାଇନ୍‌ ବଜାରରେ ମଧ୍ୟ କଳାରଙ୍ଗରେ ଏହି ସ୍ମାର୍ଟ ଫୋନ୍‌ ଉପଲବ୍ଧ ହେଉଛି।

ଏହି ସ୍ମାର୍ଟଫୋନ୍‌ରେ ୪ ଇଞ୍ଚର ଡିସ୍‌ପ୍ଲେ, ୪୮୦x୮୦୦ ପିକ୍ସେଲ ରିଜୋଲ୍ୟୁସନ୍‌, 8GBର Internal ଷ୍ଟୋରେଜ୍‌,32 GB Expandable Memory, 1.5GHz processor, 512 RAM, 2MP Rear camera, 0.3 MP Front camera, Android 5.1 OS ଓ 1400mAhର ବ୍ୟାଟେରୀ କ୍ଷମତା ରହିଛି। ଦୁଇ ସିମ୍‌ ବିଶିଷ୍ଟ ଏହି ସ୍ମାର୍ଟ ଫୋନ୍‌ରେ 2G, 3G ଓ 4G/LTE ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story