ଆମେ ଭାରତକୁ ବିଶ୍ୱର ଉତ୍ପାଦନ କେନ୍ଦ୍ର ଭାବେ ପରିଣତ କରିବାକୁ ଚାହୁଁ: ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଭାରତକୁ ବିଶ୍ୱର ଉତ୍ପାଦନ କେନ୍ଦ୍ର ଭାବେ ପରିଣତ କରିବାକୁ ଆମେ ଚାହୁଁ। ଭାରତରେ ଯେଭଳି ବ୍ୟବସାୟ କରିବା ସହଜ ହେବ ସେ ଭଳି ସୁଯୋଗ ସୃଷ୍ଟି କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଅଜି ମୁମ୍ବାଇରେ ‘ମେକ୍‌ ଇନ୍‌ ଇଣ୍ଡିଆ ୱିକ୍‌’ର ଶୁଭାରମ୍ଭ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଉତ୍ପାଦନ କ୍ଷେତ୍ରରେ ଭାରତର ସଫଳତାକୁ ବିଶ୍ୱବାସୀଙ୍କୁ ପ୍ରଦର୍ଶନ କରିବା ଏବଂ ଭାରତକୁ ଉତ୍ପାଦନ କେନ୍ଦ୍ର ଭାବେ ପ୍ରୋତ୍ସାହିତ କରିବା ହେଉଛି ‘ମେକ୍‌ ଇନ୍‌ ଇଣ୍ଡିଆ ୱିକ୍‌’ର ଲକ୍ଷ୍ୟ। […]

narendra-modi

narendra-modi

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 05:14 PM IST

Sports

Latest News

ମୁମ୍ବାଇ: ଭାରତକୁ ବିଶ୍ୱର ଉତ୍ପାଦନ କେନ୍ଦ୍ର ଭାବେ ପରିଣତ କରିବାକୁ ଆମେ ଚାହୁଁ। ଭାରତରେ ଯେଭଳି ବ୍ୟବସାୟ କରିବା ସହଜ ହେବ ସେ ଭଳି ସୁଯୋଗ ସୃଷ୍ଟି କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଅଜି ମୁମ୍ବାଇରେ ‘ମେକ୍‌ ଇନ୍‌ ଇଣ୍ଡିଆ ୱିକ୍‌’ର ଶୁଭାରମ୍ଭ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଉତ୍ପାଦନ କ୍ଷେତ୍ରରେ ଭାରତର ସଫଳତାକୁ ବିଶ୍ୱବାସୀଙ୍କୁ ପ୍ରଦର୍ଶନ କରିବା ଏବଂ ଭାରତକୁ ଉତ୍ପାଦନ କେନ୍ଦ୍ର ଭାବେ ପ୍ରୋତ୍ସାହିତ କରିବା ହେଉଛି ‘ମେକ୍‌ ଇନ୍‌ ଇଣ୍ଡିଆ ୱିକ୍‌’ର ଲକ୍ଷ୍ୟ। ‘ମେକ୍‌ ଇନ୍ ଇଣ୍ଡିଆ ୱିକ୍‌’ରେ ୪୯ଟି ରାଷ୍ଟ୍ରର ସରକାରୀ ପ୍ରତିନିଧି ଓ ୬୮ ରାଷ୍ଟ୍ରର ବ୍ୟବସାୟିକ ପ୍ରତିନିଧି ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ରାଜ୍ୟରେ ଥିବା ଶିଳ୍ପ ପାଇଁ ସୁଯୋଗ ଓ ସୁବିଧା ସମ୍ପର୍କରେ ମତ ରଖିବେ। ଏ ନେଇ ସେ ଆଜି ନିଜ ଟ୍ୱିଟର ପେଜରେ ଟ୍ୱିଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story