ମେକ୍‌ ଇନ୍ ଇଣ୍ଡିଆ ୱିକ୍‌ରେ ନିବେଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଓଡ଼ିଶା

ଭୁବନେଶ୍ୱର: ମେକ୍‌ ଇନ୍ ଇଣ୍ଡିଆ ୱିକ୍‌ରେ ଓଡ଼ିଶା ପୁଞ୍ଜିନିବେଶକାରୀଙ୍କୁ ନିଜ ଆଡକୁ ଟାଣିବାରେ ସଫଳ ହୋଇଛି। ସୋମବାର ଏହି କଥା କହିଛନ୍ତି ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ସେ କହିଛନ୍ତି ଯେ, ଗତ ଦିନ ମଧ୍ୟରେ ଓଡ଼ିଶାରେ ୭୦ହଜାର କୋଟି ନିବେଶ ପାଇଁ ବିଭିନ୍ନ କମ୍ପାନୀଠାରୁ ପ୍ରତିଶ୍ରୁତି ପାଇଛି। ଆଉ କେତେକ କମ୍ପାନୀ ପୁଞ୍ଜିନିବେଶ ପାଇଁ ଅଧିକ ସମୟ ମାଗିଛନ୍ତି। ପାଖାପାଖି ୩୦୦ ନିବେଶକାରୀଙ୍କ ସହ ଓଡ଼ିଶାରେ ନିବେଶ ନେଇ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି। […]

debi mishra-in-make-in-india

debi mishra-in-make-in-india

Rakesh Mallick
  • Published: Monday, 15 February 2016
  • Updated: 15 February 2016, 05:20 PM IST

Sports

Latest News

ଭୁବନେଶ୍ୱର: ମେକ୍‌ ଇନ୍ ଇଣ୍ଡିଆ ୱିକ୍‌ରେ ଓଡ଼ିଶା ପୁଞ୍ଜିନିବେଶକାରୀଙ୍କୁ ନିଜ ଆଡକୁ ଟାଣିବାରେ ସଫଳ ହୋଇଛି। ସୋମବାର ଏହି କଥା କହିଛନ୍ତି ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର।

ସେ କହିଛନ୍ତି ଯେ, ଗତ ଦିନ ମଧ୍ୟରେ ଓଡ଼ିଶାରେ ୭୦ହଜାର କୋଟି ନିବେଶ ପାଇଁ ବିଭିନ୍ନ କମ୍ପାନୀଠାରୁ ପ୍ରତିଶ୍ରୁତି ପାଇଛି। ଆଉ କେତେକ କମ୍ପାନୀ ପୁଞ୍ଜିନିବେଶ ପାଇଁ ଅଧିକ ସମୟ ମାଗିଛନ୍ତି। ପାଖାପାଖି ୩୦୦ ନିବେଶକାରୀଙ୍କ ସହ ଓଡ଼ିଶାରେ ନିବେଶ ନେଇ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି।

ମୁମ୍ବାଇ ମେକ୍ ଇଡ଼୍ ଇଣ୍ଡିଆ ୱିକ୍‌ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମଧ୍ୟ ଓଡ଼ିଶା କିଛି ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି। ସୋଲନ୍ ଇଣ୍ଡିଆ ଓଡ଼ିଶାରେ ୪୦୦ ମେଗାୱାଟର ସୋଲାର ପାୱାର ପ୍ଲାଣ୍ଟ ବସାଇବାକୁ ପ୍ରସ୍ତାବ ଦେଇଛି। ସେହିଭଳି ପଞ୍ଚଭକ୍‌ତ୍ରା ହୋଲ୍ଡିଂସ୍ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସରେ ବିନିଯୋଗ କରିବ। ଦୀପକ୍ ଫର୍ଟିଲାଇଜର୍ସ ୧୦୦୦ କୋଟି ଓ ଗୀତାଞ୍ଜଳି ଏକ୍ସପୋର୍ଟସ୍ ୧୨୦୦ କୋଟି ନିବେଶ କରିବାକୁ ପ୍ରସ୍ତାବ ଦେଇଛି। ପରସିସ୍‌ଟେଣ୍ଟ ସିଷ୍ଟମ୍ସ ଆଇଟି ଓ ଲାଭା ଇଣ୍ଟର ନ୍ୟାସନେଲ୍‌ ପୁଞ୍ଜିନିବେଶ ସମ୍ଭାବନା ସମ୍ପର୍କରେ ଅନୁଧ୍ୟାନ ଲାଗି ଓଡ଼ିଶା ଆସିବେ।

ଋଚି-ସୋୟା ଓଡ଼ିଶାରେ ୨୫୦ କୋଟି ଟଙ୍କା ବ୍ୟୟରେ ଦୁଇଟି ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ। ସେହିପରି ସେଲାନିକ୍ ପାରାଦ୍ୱୀପରେ ଏକ ଇଥାନଲ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ। ସାନମିନା ୧ ହଜାର କୋଟି ଟଙ୍କାର ଇଲେକ୍‌ଟ୍ରୋନିକ୍ ଉପକରଣ କଂପାନୀ ପ୍ରତିଷ୍ଠା ଲାଗି ସହମତି ଜଣାଇଛି। ଇଣ୍ଡୋନେସିଆର ଏକ କଂପାନୀ ଭୁବନେଶ୍ୱରରେ ସୋଲାର ପ୍ୟାନେଲ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ। ସେହିପରି ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା ଲାଗି ଫୋକ୍‌ସୱାଗନ ପ୍ରତିନିଧି ଖୁବ୍‌ଶୀଘ୍ର ରାଜ୍ୟ ଗସ୍ତରେ ଆସିବେ।

ଏଥିସହ ନେସ୍‌ଲେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ ଅଛି। ଜିଏମ୍‌ଆର୍ ଓଡ଼ିଶାରେ ଏହାର ପ୍ରକଳ୍ପକୁ ସଂପ୍ରସାରଣ କରିବାକୁ ଇଚ୍ଛା ପ୍ରକାଶ କରିଛି। ଟାଟା ଓ ସିମେନ୍ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପରେ ସହାୟତା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story