‘ମେକ୍‌ ଇନ୍‌ ଓଡ଼ିଶା’ ୱେବସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର: ଆସନ୍ତା ଡିସେମ୍ୱର ୧ ଓ ୨ ତାରିଖରେ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ହେବ। ଏହାର ପ୍ରସ୍ତୁତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମୀକ୍ଷା କରିଛନ୍ତି। ଏଥିରେ ଦେଶ ଓ ବିଦେଶର ପୁଞ୍ଜିନିବେଶକାରୀମାନେ ଅଂଶଗ୍ରହଣ କରିବେ। ପୁଞ୍ଜି ନିବେଶ ପାଇଁ ଅନୁକୂଳ ପରିବେଶ ପାଇଁ ନଭେମ୍ୱର ୧୦ ସୁଦ୍ଧା ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ ବିଭିନ୍ନ ବିଭାଗର ସଚିବଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀର ୱେବସାଇଟ୍‌ […]

make-in-odisha-conclave

make-in-odisha-conclave

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 08:12 PM IST

Sports

Latest News

make-in-odisha-conclaveଭୁବନେଶ୍ୱର: ଆସନ୍ତା ଡିସେମ୍ୱର ୧ ଓ ୨ ତାରିଖରେ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ହେବ। ଏହାର ପ୍ରସ୍ତୁତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମୀକ୍ଷା କରିଛନ୍ତି। ଏଥିରେ ଦେଶ ଓ ବିଦେଶର ପୁଞ୍ଜିନିବେଶକାରୀମାନେ ଅଂଶଗ୍ରହଣ କରିବେ। ପୁଞ୍ଜି ନିବେଶ ପାଇଁ ଅନୁକୂଳ ପରିବେଶ ପାଇଁ ନଭେମ୍ୱର ୧୦ ସୁଦ୍ଧା ପ୍ରସ୍ତୁତି ଚୂଡ଼ାନ୍ତ କରିବାକୁ ବିଭିନ୍ନ ବିଭାଗର ସଚିବଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀର ୱେବସାଇଟ୍‌ ଉନ୍ମୋଚିତ ହୋଇଛି।

ସମ୍ମିଳନୀରେ ରାସାୟନିକ, ପ୍ଲାଷ୍ଟିକ୍ ଓ ପଟ୍ରୋକେମିକାଲ୍ସ, ଧାତବ ଶିଳ୍ପର ଅନୁସଙ୍ଗିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ବୟନ ଓ ଇଲେକ୍‌ଟ୍ରୋନିକ୍ସ ଶିଳ୍ପ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯିବ।

ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“ସମ୍ମିଳନୀରେ ଟ୍ୟୁରିଜିମ୍‌ର ମୋଡ଼ିଫିକେଶନ୍‌ ପଲିସି, ପାୱାର ଚେକ୍‌ ପଲିସି, ହେଲ୍‌ଥ କେୟାର ପଲିସି, ଫାର୍ମର ପଲିସି ଗୁଡିକୁ ଉନ୍ମୋଚନ କରାଯିବ। ପରେ ଏହି ପଲିସି ଗୁଡ଼ିକ ସମ୍ପର୍କରେ ପୁଞ୍ଜି ନିବେଶକାରୀଙ୍କୁ ଅବଗତ କରାଯିବ। ବିଶେଷ କରି ୮ଟି ବିଭାଗ ଉପରେ ଆଲୋଚନା କରାଯିବ। ପୁଞ୍ଜି ନିବେଶକାରୀଙ୍କୁ ଆମ ପଲିସି ସମ୍ପର୍କରେ ବିଭିନ୍ନ ବିଭଗର ମନ୍ତ୍ରୀ ଓ ସଚିବମାନେ ବୁଝାଇବେ।”

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story