ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ପାଇଁ ଦିଲ୍ଲୀରେ ରୋଡ୍‌ ଶୋ’

ନୂଆଦିଲ୍ଲୀ: ଭୁବନେଶ୍ୱର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ସଫଳ କରିବା ପାଇଁ ଦିଲ୍ଲୀରେ ରୋଡ଼୍‌ ଶୋ’ ହୋଇଛି। ଏଥିରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଯୋଗଦେଇ ଦେଶର ପ୍ରମୁଖ କମ୍ପାନୀ ଗୁଡ଼ିକର ସିଇଓଙ୍କ ସହ ଆଲୋଚନା କରିଛନ୍ତି। ଶିଳ୍ପମନ୍ତ୍ରୀ କହିଥିଲେ,“ରାଜ୍ୟରେ ଶିଳ୍ପାୟନର ପରିବେଷ ରହିଛି। ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ସମସ୍ତ ଭିତ୍ତିଭୂମି ଯୋଗାଇଦେବେ।” ନଭେମ୍ୱର ୩୦ ତାରିଖରୁ ଭୁବନେଶ୍ୱରରେ ହେବାକୁ ଥିବା କନ୍‌କ୍ଲେଭରେ ଦେଶ ଏବଂ ବିଦେଶର […]

make-in-odisha

make-in-odisha

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 09:24 PM IST

Sports

Latest News

ନୂଆଦିଲ୍ଲୀ: ଭୁବନେଶ୍ୱର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ସଫଳ କରିବା ପାଇଁ ଦିଲ୍ଲୀରେ ରୋଡ଼୍‌ ଶୋ’ ହୋଇଛି। ଏଥିରେ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ଯୋଗଦେଇ ଦେଶର ପ୍ରମୁଖ କମ୍ପାନୀ ଗୁଡ଼ିକର ସିଇଓଙ୍କ ସହ ଆଲୋଚନା କରିଛନ୍ତି।

ଶିଳ୍ପମନ୍ତ୍ରୀ କହିଥିଲେ,“ରାଜ୍ୟରେ ଶିଳ୍ପାୟନର ପରିବେଷ ରହିଛି। ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ସମସ୍ତ ଭିତ୍ତିଭୂମି ଯୋଗାଇଦେବେ।”

ନଭେମ୍ୱର ୩୦ ତାରିଖରୁ ଭୁବନେଶ୍ୱରରେ ହେବାକୁ ଥିବା କନ୍‌କ୍ଲେଭରେ ଦେଶ ଏବଂ ବିଦେଶର କମ୍ପାନୀ ଗୁଡ଼ିକୁ ଆକୃଷ୍ଟ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos