ବଜାରକୁ ଆସୁଛି ନୂଆ ସ୍ମାର୍ଟଫୋନ୍‌ Meizu-pro-6

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଫୁଲ୍‌ ଦମ୍‌ରେ ରି ଏଣ୍ଟ୍ରି କରିବାକୁ ଯାଉଛି Meizu SmartPhone କମ୍ପାନୀ। Meizu Pro 5ର ବଜାର ପ୍ରବେଶର ଦୀର୍ଘ ଦିନ ପରେ କମ୍ପାନୀ ଭାରତୀୟ ବଜାରକୁ ଆଉ ତିନିଟି ନୂଆ ସ୍ମାର୍ଟ ଫୋନ୍‌ ଛାଡ଼ିବାକୁ ମନ ବଳେଇଛି। ସେହି ସ୍ମାର୍ଟଫୋନ୍‌ ଗୁଡ଼ିକ ହେଲା Meizu Pro 6, Meizu pro 6 ଓ ନାମ ଘୋଷଣା ହୋଇ ନ ଥିବା ସ୍ୱଳ୍ପ ବଜେଟ୍‌ର ଫୋନ୍‌ Meizu pro 6 Flagship। ଏହି […]

meizu-mx6-concept-01

meizu-mx6-concept-01

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 12:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଫୁଲ୍‌ ଦମ୍‌ରେ ରି ଏଣ୍ଟ୍ରି କରିବାକୁ ଯାଉଛି Meizu SmartPhone କମ୍ପାନୀ। Meizu Pro 5ର ବଜାର ପ୍ରବେଶର ଦୀର୍ଘ ଦିନ ପରେ କମ୍ପାନୀ ଭାରତୀୟ ବଜାରକୁ ଆଉ ତିନିଟି ନୂଆ ସ୍ମାର୍ଟ ଫୋନ୍‌ ଛାଡ଼ିବାକୁ ମନ ବଳେଇଛି। ସେହି ସ୍ମାର୍ଟଫୋନ୍‌ ଗୁଡ଼ିକ ହେଲା Meizu Pro 6, Meizu pro 6 ଓ ନାମ ଘୋଷଣା ହୋଇ ନ ଥିବା ସ୍ୱଳ୍ପ ବଜେଟ୍‌ର ଫୋନ୍‌ Meizu pro 6 Flagship। ଏହି ସ୍ମାର୍ଟଫୋନ୍‌ ଗୁଡିକ ଚଳିତ ବର୍ଷ ତୃତୀୟ କିମ୍ବା ଚତୁର୍ଥ ତ୍ରୈମାସିକରେ ଉପଲବ୍ଧ ହେବ।

ମିଳିଥିବା ସୂଚନା ମୁତାବକ Meizu Pro 6 ସ୍ମାର୍ଟ ଫୋନ୍‌ ଅଗଷ୍ଟ ସୁଦ୍ଧା ଭାରତୀୟ ବଜାରରେ ଦୁଇଟି ଭର୍ସନରେ ଉପଲବ୍ଧ ହେବ। ଗୋଟିଏ ହାଇ ଭର୍ସନ ଓ ଆଉ ଗୋଟିଏ ଲୋ ଭର୍ସନ। ହାଇ ଭର୍ସନରେ 6GB RAM ସହିତ 128GB ର ଷ୍ଟୋରେଜ୍‌ ରହିପାରିବ। ଲୋ ଭର୍ସନରେ 4GB RAM ସହିତ 64GB ଷ୍ଟୋରେଜ୍‌ ଉପଲବ୍ଧ ହେବ। ଉଭୟ ସ୍ମାର୍ଟ ଫୋନ୍‌ରେ 1080Pର Screen Resolution ରହିଛି। ଏହି ସ୍ମାର୍ଟ ଫୋନ୍‌ ଦ୍ୱୟରେ ଅନ୍ୟ ସ୍ମାର୍ଟ ଫୋନ୍‌ ପରି ଅତ୍ୟାଧୁନିକ ସୁବିଧା ଯଥା, Hi-Fi 3.0, ଶୀଘ୍ର ଚାର୍ଜର ବ୍ୟବସ୍ଥା, Meizu’s MBack 3.0 Software ଏବଂ New Flyme 6.0 OS ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story