ଭାରତରେ ବଜାର ପ୍ରବେଶ କଲା Mercedes S400

ହାଇଦ୍ରାବାଦ: Mercedes S400 ମଙ୍ଗଳବାର ଭାରତୀୟ ବଜାରରେ ପ୍ରବେଶ କରିଛି। ଏହାର ଦର ୧.୩୧ କୋଟି ଟଙ୍କା ରହିଛି। ଏହାର ପ୍ରଥମ ଉତ୍ପାଦ ହାଇଦ୍ରାବାଦର ଜଣେ ଗ୍ରାହକ ପାଇଛନ୍ତି।  କମ୍ପାନୀ ପକ୍ଷରୁ ୩ ମାସ ମଧ୍ୟରେ ୫ଟି ଉତ୍ପାଦର ବଜାର ପ୍ରବେଶ କରାଯାଇଛି। ସବୁ ଉତ୍ପାଦ ଗୁଡିକ ଗ୍ରାହକଙ୍କ ପସନ୍ଦ ହୋଇଛି। ମର୍ସିଡିଜ୍‌ ବେଞ୍ଜର ଏମ୍‌ଡି ଓ ସିଇଓ ରୋଲାଣ୍ଡ ଫୋଲଗାର କହିଛନ୍ତି, “କମ୍ପାନୀ ପକ୍ଷରୁ ନିୟମିତ ବ୍ୟବଧାନରେ ନୂଆ ନୂଆ ଚାରି ଚକିଆ ବଜାରକୁ ଛଡାଯାଉଛି। […]

Mercedes-S400-L

Mercedes-S400-L

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 01:02 PM IST

Sports

Latest News

ହାଇଦ୍ରାବାଦ: Mercedes S400 ମଙ୍ଗଳବାର ଭାରତୀୟ ବଜାରରେ ପ୍ରବେଶ କରିଛି। ଏହାର ଦର ୧.୩୧ କୋଟି ଟଙ୍କା ରହିଛି। ଏହାର ପ୍ରଥମ ଉତ୍ପାଦ ହାଇଦ୍ରାବାଦର ଜଣେ ଗ୍ରାହକ ପାଇଛନ୍ତି।  କମ୍ପାନୀ ପକ୍ଷରୁ ୩ ମାସ ମଧ୍ୟରେ ୫ଟି ଉତ୍ପାଦର ବଜାର ପ୍ରବେଶ କରାଯାଇଛି। ସବୁ ଉତ୍ପାଦ ଗୁଡିକ ଗ୍ରାହକଙ୍କ ପସନ୍ଦ ହୋଇଛି।

ମର୍ସିଡିଜ୍‌ ବେଞ୍ଜର ଏମ୍‌ଡି ଓ ସିଇଓ ରୋଲାଣ୍ଡ ଫୋଲଗାର କହିଛନ୍ତି, “କମ୍ପାନୀ ପକ୍ଷରୁ ନିୟମିତ ବ୍ୟବଧାନରେ ନୂଆ ନୂଆ ଚାରି ଚକିଆ ବଜାରକୁ ଛଡାଯାଉଛି। ଏହି ଅତ୍ୟାଧୁନିକ ଗାଡି ମଧ୍ୟ ମର୍ସିଡିଜ୍‌ ପ୍ରେମୀଙ୍କୁ ଆକୃଷ୍ଟ କରିବ।ଏଥିରେ ଥିବା ଅତ୍ୟାଧୁନିକ ସୁବିଧା ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଛି।”

ଏହି ଚାରିଚକିଆ ଅତ୍ୟାଧୁନିକ ଗାଡିରେ ଉନ୍ନତମାନର ଇଣ୍ଟରିୟର ଡିଜାଇନ୍‌, Buremester 3D surround system  ଓ ଅତ୍ୟାଧୁନିକ ଇଞ୍ଜିନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story