ନୂଆଦିଲ୍ଲୀ: ବେଷ୍ଟ ଫିଚର ସହ ବଜାରକୁ ଆସିଛି ମାଇକ୍ରୋମ୍ୟାକ୍ସ ବୋଲ୍ଟ କ୍ୟୁ ୩୯୯ ସ୍ମାର୍ଟ ଫୋନ୍। ତାହା ପୁଣି ମାତ୍ର ୩,୪୯୯ ଟଙ୍କାରେ। ବୋଲ୍ଟ ସିରିଜ୍ ଏହି ସ୍ମାର୍ଟ ଫୋନରେ ଦୁଇଟି ସିମ୍ ଷ୍ଟାଣ୍ଡବାଏ ଥିବାବେଳେ ଆଣ୍ଡ୍ରୋଏଡ୍ ୪.୪.୨ କିଟ୍ କାଟ୍ ଅପରେଟିହ ସିଷ୍ଟମ ନେଇ ବଜାର ପ୍ରବେଶ କରିଛି। ଏହି ସ୍ମାର୍ଟ ଫୋନର ସ୍କ୍ରିନ ୪.୫ ଇଞ୍ଚ (480x854 pixels)। ଏହାସହ ଏହି ସ୍ମାର୍ଟ ଫୋନର 1.2GHz କ୍ୱାର୍ଡ-କୋରସ୍ପ୍ରେଡଟ୍ରୋମ୍ (ଏସସି ୭୭୩୧) ପ୍ରୋସେସର ରହିଛି। ଏଥିରେ ୫୧୨ ଏମବି ରାମ୍ ରହିଥିବା ବେଳେ ୪ ଜିବି ଇନବିଲ୍ଡ ଷ୍ଟୋରେଜ୍ କ୍ଷମତା ରହିଛି। ଏହି କ୍ଷମତାକୁ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ୩୨ ଜିବି ଯାଏଁ ବର୍ଦ୍ଧିତ କରାଯାଇ ପାରେ। ଏହାସହ ଏହି ସ୍ମାର୍ଟଫୋନରେ ୫-ମେଗା ଫିକ୍ସେଲ ରିଏର କ୍ୟାମେରା ସହ ଲିଡ୍ ଫ୍ଲାସ ଓ ୨ ମେଗାପିକ୍ସେଲ ଫ୍ରଣ୍ଟ ଫେସିଂ କ୍ୟାମେରା ପରି ଫିଚର ରହିଛି। ଏହାସହ ବୋଲ୍ଟ କ୍ୟୁ ୩୩୯ରେ 3G, GPRS/EDGE, WI-FI 802.11b/g/n, Micro-USB ଓ Bluetooth ସେବା ରହିଛି। ଏହାସହ ଏହି ସ୍ମାର୍ଟଫୋନ ପ୍ୟାକରେ 1650 mAh ବ୍ୟାଟେରୀ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।