୧୭,୯୯୦ଟଙ୍କାରେ ବଜାରକୁ ଆସିଲା Neo LPQ61407W ଲାପ୍‌ଟପ୍‌

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ମାଇକ୍ରୋମ୍ୟାକ୍ସ  Neo LPQ61407W ଲାପ୍‌ଟପ୍‌ । ଏହାର ଦର ରହିଛି ୧୭,୯୯୦ଟଙ୍କା। କଳା ରଙ୍ଗରେ ଏହା ଅମାଜନ୍‌ ଇଣ୍ଡିଆ ଅନ୍‌ଲାଇନ୍‌ ଷ୍ଟୋରରେ ଉପଲବ୍ଧ ହେବ। କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଏକ ବର୍ଷର ୱାରେଣ୍ଟି ଦିଆଯାଉଛି। ଏଥିରେ 14-inch display , 1366×768 pixel resolution,  1.6GHz Intel Pentium N3700 quad-core processor, 4GB of DDR3L RAM, 500GB HDD ଓ  Windows 10 OS ପ୍ରି ଇଷ୍ଟାଲ ହୋଇଛି। […]

micromaxneo

micromaxneo

Rakesh Mallick
  • Published: Sunday, 04 September 2016
  • Updated: 04 September 2016, 05:51 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ମାଇକ୍ରୋମ୍ୟାକ୍ସ  Neo LPQ61407W ଲାପ୍‌ଟପ୍‌ । ଏହାର ଦର ରହିଛି ୧୭,୯୯୦ଟଙ୍କା। କଳା ରଙ୍ଗରେ ଏହା ଅମାଜନ୍‌ ଇଣ୍ଡିଆ ଅନ୍‌ଲାଇନ୍‌ ଷ୍ଟୋରରେ ଉପଲବ୍ଧ ହେବ। କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଏକ ବର୍ଷର ୱାରେଣ୍ଟି ଦିଆଯାଉଛି।

ଏଥିରେ 14-inch display , 1366x768 pixel resolution,  1.6GHz Intel Pentium N3700 quad-core processor, 4GB of DDR3L RAM, 500GB HDD ଓ  Windows 10 OS ପ୍ରି ଇଷ୍ଟାଲ ହୋଇଛି।

ଏହାସହ ଏହି ଲାପ୍‌ଟପରେ WiFi 802.11 b/g/n, Bluetooth 4.0,  ୧ଟି  USB 3.0 port,୨ଟି USB 2.0 ports, Micro-HDMI Port ଏବଂ ଗୋଟିଏ RJ45 Ethernet port ରହିଛି। ଏଥିରେ 1MP HD webcam ଓ  4,800mAh battery ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos