ଟାଟା ଷ୍ଟିଲ୍ ଅଧ୍ୟକ୍ଷ ପଦରୁ ମିସ୍ତ୍ରୀ ବିଦା

ମୁମ୍ବାଇ: ଟାଟା ଷ୍ଟିଲ୍ ଅଧ୍ୟକ୍ଷ ପଦରୁ ବିଦା ହେଲେ ସାଇରସ୍ ମିସ୍ତ୍ରୀ। ଗତକାଲି ବସି ଥିବା ଟାଟା ଷ୍ଟିଲ୍ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମିସ୍ତ୍ରୀଙ୍କୁ ଟାଟା ସନ୍ସ, ଟିସିଏସ୍‌ ଓ ଟାଟା ଗ୍ଲୋବାଲ୍ ବିଭରେଜର ଅଧ୍ୟକ୍ଷ ପଦରୁ ହଟା ଯାଇଥିଲା। ଏବେ ସେ ଟାଟା ମୋଟର୍ସ, ଟାଟା ପାୱାର, ଟାଟା ଟେଲିସର୍ଭିସେସ୍, ଇଣ୍ଡିଆନ୍ ହୋଟେଲ୍ସ ଓ ଟାଟା କେମିକାଲ୍ସର ଅଧ୍ୟକ୍ଷ ଅଛନ୍ତି। ମିସ୍ତ୍ରୀଙ୍କ ସ୍ଥାନରେ ଓ.ପି ଭଟ୍ଟ ଟାଟା ଷ୍ଟିଲ୍‌ର ନୂଆ ଅଧ୍ୟକ୍ଷ […]

Cyrus

Cyrus

Rakesh Mallick
  • Published: Saturday, 26 November 2016
  • Updated: 26 November 2016, 08:30 AM IST

Sports

Latest News

Cyrusମୁମ୍ବାଇ: ଟାଟା ଷ୍ଟିଲ୍ ଅଧ୍ୟକ୍ଷ ପଦରୁ ବିଦା ହେଲେ ସାଇରସ୍ ମିସ୍ତ୍ରୀ। ଗତକାଲି ବସି ଥିବା ଟାଟା ଷ୍ଟିଲ୍ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମିସ୍ତ୍ରୀଙ୍କୁ ଟାଟା ସନ୍ସ, ଟିସିଏସ୍‌ ଓ ଟାଟା ଗ୍ଲୋବାଲ୍ ବିଭରେଜର ଅଧ୍ୟକ୍ଷ ପଦରୁ ହଟା ଯାଇଥିଲା। ଏବେ ସେ ଟାଟା ମୋଟର୍ସ, ଟାଟା ପାୱାର, ଟାଟା ଟେଲିସର୍ଭିସେସ୍, ଇଣ୍ଡିଆନ୍ ହୋଟେଲ୍ସ ଓ ଟାଟା କେମିକାଲ୍ସର ଅଧ୍ୟକ୍ଷ ଅଛନ୍ତି।

ମିସ୍ତ୍ରୀଙ୍କ ସ୍ଥାନରେ ଓ.ପି ଭଟ୍ଟ ଟାଟା ଷ୍ଟିଲ୍‌ର ନୂଆ ଅଧ୍ୟକ୍ଷ ହେବେ। ଡିସେମ୍ବର ୨୧ରେ ଏକ୍ସଟ୍ରାଅଡିନାରୀ ଜେନେରାଲ୍ ମିଟିଂ ବା ଇଜିଏମ୍‌ ପର୍ଯ୍ୟନ୍ତ ସେ ଏହ ପଦରେ ରହିବେ। ମିସ୍ତ୍ରୀ ଓ ଅନ୍ୟତମ ବୋର୍ଡ ଅଫ୍ ଡାଇରେକ୍ଟରର୍ସ ନୁସ୍‌ଲି ୱାଦିଆଙ୍କୁ ହଟାଇବା ଲାଗି ଏହି ବୈଠକ ଡକାଯାଇଛି।

ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ମିସ୍ତ୍ରୀଙ୍କୁ ହଟାଯିବା ପରେ ତାଙ୍କୁ ଅନ୍ୟ ଗ୍ରୁପର ଅଧ୍ୟକ୍ଷ ପଦରୁ ହଟାଇବା ପାଇଁ କଂପାନୀ ପକ୍ଷରୁ ସେୟାର ହୋଲଡର୍ସ ମିଟିଂ ଡାକିବାକୁ ସଂପୃକ୍ତ କଂପାନୀମାନଙ୍କୁ କୁହାଯାଇଛି। ଏହି ସବୁ କଂପାନୀର ବୋର୍ଡ ମିସ୍ତ୍ରୀ ଓ ୱାଦିଆଙ୍କୁ ସମର୍ଥନ କରୁଥିବାରୁ ସେୟାର ହୋଲଡର୍ସ ମିଟିଂ ଡାକି ଉଭୟକୁ ବିଦା କରିବାକୁ ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story