ନାଲକୋର ପ୍ରତିଷ୍ଠା ଦିବସରେ ପ୍ରଫେସର ଗଙ୍ଗାଧର ପଣ୍ଡାଙ୍କୁ ‘ନାଲକୋ କାଳିଦାସ ସମ୍ମାନ’

ଭୁବନେଶ୍ୱର: ନାଲକୋ ଭବନରେ ନବରତ୍ନ ଉଦ୍ୟୋଗ ‘ନାଲକୋ’ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବୁଧବାର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର୍ କେ.ଭି. ଚୌଧୁରୀ। ଏହି ଅବସରରେ ସେ ‘ସୁ-ଶାସନ ନିମନ୍ତେ ପ୍ରତିରୋଧାତ୍ମକ ସତର୍କତା ଏକ ମୁଖ୍ୟ ମାଧ୍ୟମ’ ଶୀର୍ଷକରେ ଏକ ଆଲୋଚନାଚକ୍ରରେ ନିଜର ଅଭିଭାଷଣ ରଖିଥିଲେ। ଉଲ୍ଲେଖନୀୟ କୃତିତ୍ୱ ପାଇଁ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଓ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଙ୍ଗାଧର […]

nalco

nalco

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 05:05 PM IST

Sports

Latest News

ଭୁବନେଶ୍ୱର: ନାଲକୋ ଭବନରେ ନବରତ୍ନ ଉଦ୍ୟୋଗ ‘ନାଲକୋ’ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବୁଧବାର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର୍ କେ.ଭି. ଚୌଧୁରୀ। ଏହି ଅବସରରେ ସେ ‘ସୁ-ଶାସନ ନିମନ୍ତେ ପ୍ରତିରୋଧାତ୍ମକ ସତର୍କତା ଏକ ମୁଖ୍ୟ ମାଧ୍ୟମ’ ଶୀର୍ଷକରେ ଏକ ଆଲୋଚନାଚକ୍ରରେ ନିଜର ଅଭିଭାଷଣ ରଖିଥିଲେ।

ଉଲ୍ଲେଖନୀୟ କୃତିତ୍ୱ ପାଇଁ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଓ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗଙ୍ଗାଧର ପଣ୍ଡାଙ୍କୁ ‘ନାଲକୋ କାଳିଦାସ ସମ୍ମାନ’ରେ ସମ୍ମାନିତ କରିଥିଲେ। ଉତ୍ସବରେ ନାଲକୋର ସିଏମଡି ତପନ କୁମାର ଚାନ୍ଦଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos