ଲଞ୍ଚ୍‌ ହେଲା ୟାମାହାର ନୂଆ ବାଇକ୍‌, ବୁକିଙ୍ଗ୍‌ ଆରମ୍ଭ

ନୂଆଦିଲ୍ଲୀ: ୟାମାହା ମୋଟର ଇଣ୍ଡିଆ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆଣିଛି। MT-15 ନାମରେ ଏକ ନୂଆ ବାଇକ୍‌ ଲଞ୍ଚ୍‌ କରିବାକୁ ଯାଉଛି କମ୍ପାନୀ । ପୂର୍ବରୁ ଗ୍ରାହକଙ୍କ ପ୍ରଥମ ପସନ୍ଦ ଥିବା YZF-R15 ବାଇକ୍‌ର ନୂଆ ଭର୍ସନ୍‌ ହେଉଛି Yamaha MT-15। ଏହି ନୂଆ ବାଇକ୍‌ର ବିକ୍ରି ୧୫ ମାର୍ଚ୍ଚ ୨୦୧୯ରୁ ଆରମ୍ଭ ହେବ। ବାଇକ୍‌ ଲଞ୍ଚ୍‌ ହେବା ପୂର୍ବରୁ ଅନେକ ୟାମାହା ଡିଲର୍‌ ଏହାକୁ ବୁକିଙ୍ଗ୍‌ କରିବା ଆରମ୍ଭ କରିଛନ୍ତି। ସୂଚନା […]

yamaha

yamaha

Puspanjali Panda
  • Published: Monday, 11 February 2019
  • Updated: 11 February 2019, 01:42 PM IST

Sports

Latest News

ନୂଆଦିଲ୍ଲୀ: ୟାମାହା ମୋଟର ଇଣ୍ଡିଆ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆଣିଛି। MT-15 ନାମରେ ଏକ ନୂଆ ବାଇକ୍‌ ଲଞ୍ଚ୍‌ କରିବାକୁ ଯାଉଛି କମ୍ପାନୀ । ପୂର୍ବରୁ ଗ୍ରାହକଙ୍କ ପ୍ରଥମ ପସନ୍ଦ ଥିବା YZF-R15 ବାଇକ୍‌ର ନୂଆ ଭର୍ସନ୍‌ ହେଉଛି Yamaha MT-15। ଏହି ନୂଆ ବାଇକ୍‌ର ବିକ୍ରି ୧୫ ମାର୍ଚ୍ଚ ୨୦୧୯ରୁ ଆରମ୍ଭ ହେବ।

ବାଇକ୍‌ ଲଞ୍ଚ୍‌ ହେବା ପୂର୍ବରୁ ଅନେକ ୟାମାହା ଡିଲର୍‌ ଏହାକୁ ବୁକିଙ୍ଗ୍‌ କରିବା ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ, ମୁମ୍ୱାଇ, ପୁନେ, ଦିଲ୍ଲୀ ଏବଂ କିଛି ସହରରେ Yamaha MT-15 ବାଇକ୍‌ର ବୁକିଙ୍ଗ୍‌ କରାଯାଉଛି। ଏହାର ଟୋକନ୍‌ ଆମାଉଣ୍ଟ୍‌ ରହିଛି ୫୦୦୦ ଟଙ୍କା।

ବାଇକ୍‌ ଡିଜାଇନ୍‌ : Yamaha MT-15 ଡିଜାଇନ୍‌ରେ ରହିଛି ଏଲିୟନ୍‌-ଇସ୍ପାୟର୍ଡ ହ୍ୟାଣ୍ଡଲ୍ୟାମ୍ପ୍‌ କାଉଲ୍‌, ଯାହା MT-10 ଓ MT-09 ବାଇକ୍‌ରୁ ଅଣାଯାଇଛି। ଏହା ସହିତ ବାଇକ୍‌ରେ ଫୁଲ୍‌ ଏଲ୍‌ଇଡି ଡୁଆଲ୍‌ ହ୍ୟାଣ୍ଡଲ୍ୟାମ୍ପ୍‌ ସେଟଅପ୍‌ ମଧ୍ୟ ରହିଛି। ପାୱାର୍‌ ପାଇଁ Yamaha MT-15 ବାଇକ୍‌ରେ ୧୫୫ସିସି ସିଙ୍ଗଲ୍‌ ସିଲିଣ୍ଡର୍‌, ଲିକ୍ୱିଡ୍‌-କୁଲଡ୍‌ ଇଞ୍ଜିନ୍‌ ଦିଆଯାଇଛି ଏବଂ ଟ୍ରାନ୍ସମିଲନ୍‌ ପାଇଁ ୬ ସ୍ପିଡ୍‌ର ଗିଅର ବକ୍ସ ରହିଛି।
Yamaha MT-15 ମୂଲ୍ୟ ପାଖାପାଖି ୧ ଲକ୍ଷ ୨୦ ହଜାରରୁ ୧ ଲକ୍ଷ ୨୫ ହଜାର ପର୍ଯ୍ୟନ୍ତ ରହିବ। ବଜାରରେ KTM 125 Duke ବାଇକ୍‌ର ମୂଲ୍ୟ ସହ ଏହି ବାଇକ୍‌ର ମୂଲ୍ୟ ସମାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story