ଓଡ଼ିଶାକୁ ଆସିଲା ୫୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର: “ଓଡ଼ିଶାକୁ ୫୦୦ ଟଙ୍କିଆ ନୋଟ୍‌ ଆସିଛି। ହେଲେ ଏହା ପର୍ଯ୍ୟାପ୍ତ ପରିମାଣରେ ଆସି ନ ଥିବାରୁ ସବୁ ଚେଷ୍ଟକୁ ଯୋଗାଇ ହେଉନାହିଁ। ଆମେ କଟକ ଓ ଭୁବନେଶ୍ୱରର କିଛି ନିର୍ଦ୍ଦିଷ୍ଟ ଚେଷ୍ଟକୁ ସନ୍ଧ୍ୟା ସୁଦ୍ଧା ୫୦୦ ଟଙ୍କିଆ ନୋଟ୍‌ ଦେବାକୁ ଚେଷ୍ଟା କରୁଛୁ। ଏହା ବର୍ତ୍ତମାନ ଏଟିଏମ୍‌ରେ ଉପଲବ୍ଧ ହେବନାହିଁ। କେବଳ ବ୍ୟାଙ୍କ ଆକାଉଣ୍ଟରରୁ ଜନସାଧାରଣ ନେଇ ପାରିବେ” ବୋଲି ଆରବିଆଇ ଭୁବନେଶ୍ୱର ଆଞ୍ଚଳିକ ଜିଏମ୍‌ ସାରଦା ପ୍ରସନ୍ନ ମହାନ୍ତି କହିଛନ୍ତି। ସେ କହିଛନ୍ତି,“ଏଟିଏମ୍‌ରେ ୨୦୦୦ […]

gm-sarada-prasanna-mohanty-photo-1

gm-sarada-prasanna-mohanty-photo-1

Rakesh Mallick
  • Published: Wednesday, 16 November 2016
  • Updated: 17 November 2016, 07:08 AM IST

Sports

Latest News

gm-sarada-prasanna-mohanty-photo-1ଭୁବନେଶ୍ୱର: “ଓଡ଼ିଶାକୁ ୫୦୦ ଟଙ୍କିଆ ନୋଟ୍‌ ଆସିଛି। ହେଲେ ଏହା ପର୍ଯ୍ୟାପ୍ତ ପରିମାଣରେ ଆସି ନ ଥିବାରୁ ସବୁ ଚେଷ୍ଟକୁ ଯୋଗାଇ ହେଉନାହିଁ। ଆମେ କଟକ ଓ ଭୁବନେଶ୍ୱରର କିଛି ନିର୍ଦ୍ଦିଷ୍ଟ ଚେଷ୍ଟକୁ ସନ୍ଧ୍ୟା ସୁଦ୍ଧା ୫୦୦ ଟଙ୍କିଆ ନୋଟ୍‌ ଦେବାକୁ ଚେଷ୍ଟା କରୁଛୁ। ଏହା ବର୍ତ୍ତମାନ ଏଟିଏମ୍‌ରେ ଉପଲବ୍ଧ ହେବନାହିଁ। କେବଳ ବ୍ୟାଙ୍କ ଆକାଉଣ୍ଟରରୁ ଜନସାଧାରଣ ନେଇ ପାରିବେ” ବୋଲି ଆରବିଆଇ ଭୁବନେଶ୍ୱର ଆଞ୍ଚଳିକ ଜିଏମ୍‌ ସାରଦା ପ୍ରସନ୍ନ ମହାନ୍ତି କହିଛନ୍ତି।

ସେ କହିଛନ୍ତି,“ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ୍‌ ମିଳିବା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ୫୦୦ ଟଙ୍କିଆ ନୋଟ୍‌ ପାଇଁ ଏପର୍ଯ୍ୟନ୍ତ କିଛି ବ୍ୟବସ୍ଥା ହୋଇନାହିଁ।”

ସେ କହିଛନ୍ତି,“ଟଙ୍କା ବଦଳ ସମୟରେ ଆଙ୍ଗୁଠିରେ ଲାଗୁଥିବା କାଳି ଭାରତ ଗୋଟିଏ ସ୍ଥାନରେ ମଳୁଛି। ସେଠାରୁ କାଳି ଆସିବା ପାଇଁ ଗୋଟିଏ କିମ୍ୱା ଦୁଇ ଦିନ ଲାଗିବ। ଆମ ପାଖକୁ କାଳି ଆସିଲେ ଟଙ୍କା ବଦଳ ସମୟରେ ଏହାକୁ ବ୍ୟବହାର କରିବୁ।”

ନକଲି ୧୦ ଟଙ୍କିଆ କଏନ୍‌କୁ ନେଇ ମହାନ୍ତି କହିଛନ୍ତି,“୧୦ ଟଙ୍କିଆ କଏନ୍‌ଟି ଭାରତ ସରକାରଙ୍କ ମିଣ୍ଟ୍‌ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ଆରବିଆଇ ଏହାକୁ ବଣ୍ଟନ କରିଥାଏ। ବିଭିନ୍ନ ସମୟରେ ବିଭିନ୍ନ ଡିଜାଇନ୍‌ର ୧୦ ଟଙ୍କିଆ କଏନ୍‌ ଆରବିଆଇ ଗ୍ରହଣ କରିଥାଏ। ରୁପିଜ୍‌ ସିମ୍ୱଲ ଆରମ୍ଭ ହେବା ପରେ ଏହା କଏନ ଉପରେ ଥିଲା। କିଛି କଏନ୍‌ରେ ୧୦ଟି ଓ କିଛି କଏନ୍‌ରେ ୧୫ଟି ଗାର ରହିଛି। ଏବେ ସୁଦ୍ଧା ଜାଲ କାଏନ୍‌ ନେଇ ଆମ ପାଖରେ କୌଣସି ଖବର ନାହିଁ। ପ୍ରକୃତରେ ୧୦ ଟଙ୍କିଆ କଏନ୍‌ ଜାଲ୍‌ ହୋଇଛି କି ନାହିଁ ତାହା କେବଳ ମିଣ୍ଟ କହିପାରିବ। ଏ ସମ୍ପର୍କରେ ଆମେ କୋଲକତା ସ୍ଥିତ ମିଣ୍ଟକୁ ଖବର ଦେଇଛୁ। ସେମାନଙ୍କ ପାଖରୁ କିଛି ନିର୍ଦ୍ଦିଷ୍ଟ ସୂଚନା ଆସିବା ପରେ ତାକୁ ଆମେ ତର୍ଜମା କରିବୁ। ବ୍ୟବସାୟୀମାନେ ଗ୍ରାହକଙ୍କଠାରୁ କଏନ୍‌ ଗ୍ରହଣ କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story