ସାବଧାନ ! ଦିନକ ପରେ ଅକାମୀ ହୋଇଯାଇପାରେ ପ୍ୟାନ୍‌ କାର୍ଡ

ହାତରେ ମାତ୍ର ଆଉ ଗୋଟିଏ ଦିନ। ତା’ପରେ ଅବୈଧ ହୋଇଯିବ ଆପଣଙ୍କ ପ୍ୟାନ୍‌କାର୍ଡ଼। ସରକାରଙ୍କ ନୂଆ ନିୟମ ଅନୁଯାୟୀ ଆୟକର ଦେବାକୁ ହେଲେ ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ । ଜୁଲାଇ ୧ରୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର। ଆୟକର ନିୟମରେ ସଂଶୋଧନ କରି କେନ୍ଦ୍ର ସରକାର ପ୍ୟାନ୍ କାର୍ଡ  ଆବେଦନ ଲାଗି ମଧ୍ୟ ଆଧାର ନମ୍ବରକୁ ବାଧ୍ୟତାମୂଳକ କରିଛନ୍ତି । ନୂଆ ନିୟମ ଅନୁସାରେ […]

pan card bann

pan card bann

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 06:01 PM IST

Sports

Latest News

ହାତରେ ମାତ୍ର ଆଉ ଗୋଟିଏ ଦିନ। ତା’ପରେ ଅବୈଧ ହୋଇଯିବ ଆପଣଙ୍କ ପ୍ୟାନ୍‌କାର୍ଡ଼। ସରକାରଙ୍କ ନୂଆ ନିୟମ ଅନୁଯାୟୀ ଆୟକର ଦେବାକୁ ହେଲେ ପ୍ୟାନ୍ କାର୍ଡ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ । ଜୁଲାଇ ୧ରୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାର। ଆୟକର ନିୟମରେ ସଂଶୋଧନ କରି କେନ୍ଦ୍ର ସରକାର ପ୍ୟାନ୍ କାର୍ଡ  ଆବେଦନ ଲାଗି ମଧ୍ୟ ଆଧାର ନମ୍ବରକୁ ବାଧ୍ୟତାମୂଳକ କରିଛନ୍ତି । ନୂଆ ନିୟମ ଅନୁସାରେ ଜୁଲାଇ ୧ ତାରିଖ ସୁଦ୍ଧା ଯେଉଁମାନେ ଆଧାର କାର୍ଡ ପାଇଛନ୍ତି ସେମାନେ ଆୟକର ବିଭାଗ ନିକଟରେ ପ୍ୟାନ୍ ସହ ଆଧାର ନମ୍ବରକୁ ଲିଙ୍କ କରିବା ଜରୁରୀ। ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ପ୍ୟାନ୍ କାର୍ଡକୁ ଅବୈଧ ଘୋଷଣା କରାଯିବ । ଆୟକର ଦାଖଲ ବେଳେ କିଛି ଲୋକ ଏକାଧିକ ପ୍ୟାନ୍ କାର୍ଡ ଦାଖଲ କରୁଥିବାରୁ ଏଭଳି ଅନିୟମିତା ରୋକିବା ଲାଗି କେନ୍ଦ୍ର ସରକାର ଏହି ନୂଆ ନିୟମ ପ୍ରଚଳନ କରୁଛନ୍ତି।

ପ୍ୟାନ୍‌କାର୍ଡ଼ ସହ ଆଧାର ନମ୍ୱର କିପରି ଲିଙ୍କ୍‌ କରିବେ?

ପ୍ୟାନ୍‌କାର୍ଡ଼ ସହ ଆଧାର ନମ୍ୱର କିପରି ଲିଙ୍କ୍‌ କରିବା ଅତି ସହଜ। ଏଥିପାଇଁ ଆୟକର ବିଭାଗ ୱେବସାଇଟ୍‌ରେ ଲଗ୍‌ଇନ୍‌ କରିବାକୁ ପଡ଼ିବ। ପ୍ରଥମେ WWW.incometaxindia.gov.in ୱେବସାଇଟରେ ଲଗ୍‌ଇନ୍‌ କରନ୍ତୁ। ଏହାପରେ ଇମ୍ପୋର୍ଟାଣ୍ଟ ଲିଙ୍କକୁ ଯାଇ ଗୋ-ଟୁ-ଇଫାଇଲିଂ ୱେବସାଇଟ ଫର୍‌ ପ୍ୟାନ ଆଧାର ଲିଙ୍କ ଅପ୍ସନକୁ କ୍ଲିକ୍‌ କରନ୍ତୁ। ଏହି ଲିଙ୍କକୁ କ୍ଲିକ କଲେ ଲିଙ୍କରେ ଆଧାର ଅପ୍ସନ ଆସିବ,  ଏଠାରେ ଆପଣ ପ୍ୟାନ୍ ଆଧାର ନମ୍ବର ଏବଂ ଆଧାର କାର୍ଡରେ ଥିବା ନାଁ ଟାଇପ କରନ୍ତୁ । ଏହାପରେ କାପଚା କୋର୍ଡ ଟାଇପ୍‌ କରି ଲିଙ୍କ୍ ଆଧାର ଅପ୍ସନରେ କ୍ଲିକ୍ କରନ୍ତୁ ।ଏହାପରେ ଆପଣଙ୍କ ପ୍ୟାନ ସହ ଆଧାର ଲିଙ୍କ୍‌ ସଫଳ ହୋଇଥିବା ନେଇ ଏକ ବାର୍ତ୍ତା ସ୍କ୍ରିନରେ ଦେଖିବାକୁ ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story