ପାରାଦୀପ ତୈଳ ବିଶୋଧନାଗାରରୁ ଖୁବଶୀଘ୍ର ଆରମ୍ଭ ହେବ ବ୍ୟବସାୟିକ ଉତ୍ପାଦନ

ଭୁବନେଶ୍ୱର/ପାରାଦୀପ: ଖୁବଶୀଘ୍ର ଆରମ୍ଭ ହେବ ପାରାଦୀପ ଅଏଲ୍ ରିଫାଇନାରିରେ କର୍ମସିଆଲ୍ ପ୍ରଡକସନ। ପ୍ରକଳ୍ପର ଅଗ୍ରଗତି ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିଛନ୍ତି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ (ଆଇଓସିଏଲ)ର ଅଧ୍ୟକ୍ଷ ବି. ଅଶୋକ। ପ୍ରକଳ୍ପର ଅଗ୍ରଗତି ସହ ଆଗକୁ କଣ ସବୁ ଯୋଜନା ରହିଛି ସେ ଆଲୋଚନା ହୋଇଛି। ୭୫ ହଜାର କୋଟିର ଏଇ ପ୍ରକଳ୍ପକୁ ସବୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତି। ଆଇଓସିଏଲର ଏଇ […]

iocl

iocl

Rakesh Mallick
  • Published: Tuesday, 13 October 2015
  • Updated: 13 October 2015, 02:18 PM IST

Sports

Latest News

ଭୁବନେଶ୍ୱର/ପାରାଦୀପ: ଖୁବଶୀଘ୍ର ଆରମ୍ଭ ହେବ ପାରାଦୀପ ଅଏଲ୍ ରିଫାଇନାରିରେ କର୍ମସିଆଲ୍ ପ୍ରଡକସନ। ପ୍ରକଳ୍ପର ଅଗ୍ରଗତି ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିଛନ୍ତି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ (ଆଇଓସିଏଲ)ର ଅଧ୍ୟକ୍ଷ ବି. ଅଶୋକ। ପ୍ରକଳ୍ପର ଅଗ୍ରଗତି ସହ ଆଗକୁ କଣ ସବୁ ଯୋଜନା ରହିଛି ସେ ଆଲୋଚନା ହୋଇଛି। ୭୫ ହଜାର କୋଟିର ଏଇ ପ୍ରକଳ୍ପକୁ ସବୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତି।

ଆଇଓସିଏଲର ଏଇ ମେଗା ପ୍ରଜୋକଟ ପାଇଁ ୨୦୦୦ରେ ଶିଳାନ୍ୟାସ କରିଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ବିଭିନ୍ନ କାରଣରୁ ପ୍ରକଳ୍ପ ସରିବାରେ ବିଳମ୍ୱ ହୋଇଛି। ପାରାଦୀପ ରିଫାଇନାରିରେ କ୍ରୁଡ୍ ଅଏଲର ରିଫ।ଇନ୍ ପ୍ରକ୍ରିୟାରେ ହାଇସ୍ପିଡ୍ ଡିଜେଲ୍, ପ୍ରିମିୟମ୍ ଗ୍ରେଡ୍ ମୋଟର ସ୍ପିରିଟ୍, ପ୍ରୋପୋଲିନ୍, ଏଲ୍ପିଜି, ଆଭିଏସନ୍ ଟରବାଇନ୍ ଫୁଏଲ୍ ଏବଂ କିରୋସିନ୍ ଉତ୍ପାଦନ ହେବ। ଏଇ ପ୍ରକଳ୍ପ ହେଲେ ନିଯୁକ୍ତି ସୁଯୋଗ ବି ସୃଷ୍ଟି ହେବ। ତେବେ ପାରାଦୀପ ରିଫ।ଇନାରିରୁ ଉତ୍ପାଦିତ ଦ୍ରବ୍ୟ ଉପରୁ ଭାଟ୍ ଛାଡ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ଜଣାଇଛି ଆଇଓସିଏଲ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story