ପୁଣି ବଢିଲା ପଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଆଜି ପଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲ ପିଛା ୧ ଟଙ୍କା ୨୬ ପଇସା ବୃଦ୍ଧି ପାଇଲା। ଆଜି ମଧ୍ୟରାତ୍ରୀରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ମାର୍ଚ୍ଚ ୧୬ ତାରିଖରେ ପେଟ୍ରୋଲ ଲିଟର ପିଛା ୩ଟଙ୍କା୦୭ ପଇସା ଓ ଡିଜେଲ୍‌ ଲିଟର ପିଛା ୧ ଟଙ୍କା ୯୦ ପଇସା ବୃଦ୍ଧି ପାଇଥିଲା। ଫେବ୍ରୁଆରୀ ୨୯ରେ ଡିଜେଲ ୧ ଟଙ୍କା ୪୭ ପଇସା ବଢ଼ିଥିଲା ମାତ୍ର ପଟ୍ରୋଲ ଲିଟର ପିଛା ୩ ଟଙ୍କା ୨ […]

Petrol-pumps-hubli-1

Petrol-pumps-hubli-1

Rakesh Mallick
  • Published: Wednesday, 15 June 2016
  • Updated: 15 June 2016, 09:49 PM IST

Sports

Latest News

ନୂଆଦିଲ୍ଲୀ: ଆଜି ପଟ୍ରୋଲ ଲିଟର ପିଛା ୫ ପଇସା ଓ ଡିଜେଲ ପିଛା ୧ ଟଙ୍କା ୨୬ ପଇସା ବୃଦ୍ଧି ପାଇଲା। ଆଜି ମଧ୍ୟରାତ୍ରୀରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ।

ମାର୍ଚ୍ଚ ୧୬ ତାରିଖରେ ପେଟ୍ରୋଲ ଲିଟର ପିଛା ୩ଟଙ୍କା୦୭ ପଇସା ଓ ଡିଜେଲ୍‌ ଲିଟର ପିଛା ୧ ଟଙ୍କା ୯୦ ପଇସା ବୃଦ୍ଧି ପାଇଥିଲା। ଫେବ୍ରୁଆରୀ ୨୯ରେ ଡିଜେଲ ୧ ଟଙ୍କା ୪୭ ପଇସା ବଢ଼ିଥିଲା ମାତ୍ର ପଟ୍ରୋଲ ଲିଟର ପିଛା ୩ ଟଙ୍କା ୨ ପଇସା ହ୍ରାସ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story