ପେଟ୍ରୋଲ୍ ୩୨ ପଇସା କମିଲା, ଡିଜେଲ୍ ୨୮ ପଇସା ବଢିଲା

ନୂଆଦିଲ୍ଲୀ: ପୁଣି କମିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପିଛା ୩୨ ପଇସା କମିଥିବା ବେଳେ ଡିଜେଲ୍ ଲିଟର ପିଛା ୨୮ ପଇସା ବଢିଛି। ଆଜି ମଧ୍ୟରାତ୍ରରୁ ଲାଗୁ ହେବ ନୂଆ ଦର। ଏହା ପୂର୍ବରୁ ଜାନୁଆରୀ ୧୫ ତାରିଖରେ ପେଟ୍ରୋଲ ଓ ଡିଜେଲ୍ ଦର କମି ଥିଲା। ପେଟ୍ରୋଲ୍ ଲିଟର ପିଛା ୩୨ ପଇସା ହ୍ରାସ କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ୮୫ ପଇସା କମିଥିଲା। ତା’ ପୂର୍ବରୁ ଗତବର୍ଷ ଡିସେମ୍ବର […]

Petrol-Pump

Petrol-Pump

Rakesh Mallick
  • Published: Wednesday, 17 February 2016
  • Updated: 17 February 2016, 06:14 PM IST

Sports

Latest News

Petrol-Pumpନୂଆଦିଲ୍ଲୀ: ପୁଣି କମିଲା ପେଟ୍ରୋଲ୍ ଓ ଡିଜେଲ୍ ଦର। ପେଟ୍ରୋଲ୍ ଲିଟର ପିଛା ୩୨ ପଇସା କମିଥିବା ବେଳେ ଡିଜେଲ୍ ଲିଟର ପିଛା ୨୮ ପଇସା ବଢିଛି। ଆଜି ମଧ୍ୟରାତ୍ରରୁ ଲାଗୁ ହେବ ନୂଆ ଦର।

ଏହା ପୂର୍ବରୁ ଜାନୁଆରୀ ୧୫ ତାରିଖରେ ପେଟ୍ରୋଲ ଓ ଡିଜେଲ୍ ଦର କମି ଥିଲା। ପେଟ୍ରୋଲ୍ ଲିଟର ପିଛା ୩୨ ପଇସା ହ୍ରାସ କରାଯାଇଥିବା ବେଳେ ଡିଜେଲ ଲିଟର ପିଛା ୮୫ ପଇସା କମିଥିଲା।

ତା’ ପୂର୍ବରୁ ଗତବର୍ଷ ଡିସେମ୍ବର ୩୧ତାରିଖରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରାଯାଇଥିଲା। ସେତେବେଳେ ପେଟ୍ରୋଲ ଲିଟର ପିଛା ୬୩ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୬ ପଇସା ହ୍ରାସ କରାଯାଇଥିଲା। ତା’ ପୂର୍ବରୁ  ଡିସେମ୍ବର ୧୫ ତାରିଖରେ ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ୪୬ ପଇସା ଶସ୍ତା ହୋଇଥିଲା।

୨୦୧୫ ନଭେମ୍ବର ୩୦ରେ ସରକାର ପେଟ୍ରୋଲ ୫୮ ପଇସା ଓ ଡିଜେଲ ୨୫ ପଇସା ଶସ୍ତା ହୋଇଥିଲା।

ନଭେମ୍ବର ୧୫ ତାରିଖରେ ପେଟ୍ରୋଲ ୩୬ ପଇସା ଓ ଡିଜେଲ ୮୭ ପଇସା ବୃଦ୍ଧି ପାଇଥିଲା।

ଅକ୍ଟୋବର ୩୧ ତାରିଖରେ ପେଟ୍ରୋଲ୍ ଦର ୫୦ ପଇସା କମିଥିଲା। ସେପ୍ଟେମ୍ବର ୧ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଥିଲା।

ସେହିପରି ଅକ୍ଟୋବର ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଥିଲା। ଅକ୍ଟୋବର ମାସରେ ଦୁଇଥର ଡିଜେଲ ଦର ବଢିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story