କମିଲା ପେଟ୍ରୋଲ୍ ଦର, ବଢ଼ିଲା ଡିଜେଲ

ନୂଆଦିଲ୍ଲୀ: ପୁଣି କମିଲା ପେଟ୍ରୋଲ୍ ଦର। ସୋମବାର ପେଟ୍ରୋଲ୍ ଦର ଲିଟର ପିଛା ୩ ଟଙ୍କା ୦୨ ପଇସା କମିଛି। ଏହା ସହିତ ଲଗାତାର ସପ୍ତମ ଥର ପାଇଁ ପେଟ୍ରୋଲ୍ ଦର କମିଛି। ଅନ୍ୟପକ୍ଷରେ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଡିଜେଲ ଦର ବଢ଼ିଛି। ଡିଜେଲ୍ ଲିଟର ପିଛା ୧ଟଙ୍କା ୪୭ ପଇସା ବଢ଼ିଛି। ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ। ଫେବୃଆରୀ ୧୮ ତାରିଖରେ ପେଟ୍ରୋଲ୍ […]

fuel-station

fuel-station

Rakesh Mallick
  • Published: Monday, 29 February 2016
  • Updated: 29 February 2016, 02:18 PM IST

ନୂଆଦିଲ୍ଲୀ: ପୁଣି କମିଲା ପେଟ୍ରୋଲ୍ ଦର। ସୋମବାର ପେଟ୍ରୋଲ୍ ଦର ଲିଟର ପିଛା ୩ ଟଙ୍କା ୦୨ ପଇସା କମିଛି। ଏହା ସହିତ ଲଗାତାର ସପ୍ତମ ଥର ପାଇଁ ପେଟ୍ରୋଲ୍ ଦର କମିଛି।

ଅନ୍ୟପକ୍ଷରେ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଡିଜେଲ ଦର ବଢ଼ିଛି। ଡିଜେଲ୍ ଲିଟର ପିଛା ୧ଟଙ୍କା ୪୭ ପଇସା ବଢ଼ିଛି। ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହେବ।

ଫେବୃଆରୀ ୧୮ ତାରିଖରେ ପେଟ୍ରୋଲ୍ ଦର ଲିଟର ପିଛା ୩୨ ପଇସା କମି ଥିଲା। ଅନ୍ୟପକ୍ଷରେ ଡିଜେଲ୍ ଦର ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story