କଟକ: ପ୍ରମୁଖ କାର ନିର୍ମାଣ କମ୍ପାନୀ ଟୟୋଟା ପକ୍ଷରୁ ନୂତନ ମଡେଲ୍ ପ୍ଲାଟିନମ୍ ଇଟିୟସ ବଜାରକୁ ଆସିଛି। କଟକ ତେଲେଙ୍ଗାପେଣ୍ଠଠାରେ ଥିବା ଟୟୋଟା ସୋରୁମରେ ଏହି ନୂତନ ମଡେଲ୍କୁ ଲଞ୍ଚ୍ କରାଯାଇଛି। ଏହି ନୂତନ ପେଟ୍ରୋଲ ମଡେଲର ଗାଡ଼ିର ଏକ୍ସ ସୋରୁମ ପ୍ରାଇସ୍ ୭ ଲକ୍ଷ ଟଙ୍କ। ରହିଥିବା ବେଳେ ଡିଜେଲ ମଡେଲ୍ର ପ୍ରାଇସ୍ ୮ଲକ୍ଷ ୩୧ ହଜାର ଟଙ୍କା ରହିଛି। ସେହିପରି ଇଟିୟସ ଲିଭା ପେଟ୍ରୋଲ୍ ମଡେଲର ପ୍ରାଇସ ୫ଲକ୍ଷ ୬୦ ହଜାର ଟଙ୍କା ଓ ଡିଜେଲ ମଡେଲର ପ୍ରାଇସ୍ ୬ ଲକ୍ଷ ୯୬ହଜାର ଟଙ୍କା ରହିଛି। ସେହିପରି ଗ୍ରାହକଙ୍କ ରୁଚିକୁ ଦେଖି ଏହାର ପ୍ରାଇସ ରହିଛି।
କମ୍ପାନୀର ନିର୍ଦେଶକ ଏନ ରାଜା ଓ ଡିପି ଗ୍ରୁପର ମୁଖ୍ୟ ସୁନିଲ ତନେଜା ମିଳିତ ଭାବେ ଏହି ମଡେଲକୁ ଲଞ୍ଚ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।