‘ସାଓମି’ର ଏହି ମଡେଲ୍‌ରେ ମିଳୁଛି ୬ହଜାର ଟଙ୍କାର ରିହାତି

ନୂଆଦିଲ୍ଲୀ: ଚୀନ୍‌ର ସ୍ମାର୍ଟ୍‌ଫୋନ୍‌ ନିର୍ମାତା କମ୍ପାନୀ ‘ସାଓମି’ POCO F1 ସ୍ମାର୍ଟଫୋନ୍‌ର ଅପ୍‌ଡେଟ୍‌ ଭର୍ସନ ‘POCO F2’ ଲଞ୍ଚ୍‌ କରିବାକୁ ଯାଉଛି। ତେଣୁ ଏହାପୂର୍ବରୁ କମ୍ପାନୀ POCO F1ରେ ବହୁତ ଡିସ୍‌କାଉଣ୍ଟ୍‌ ଦେଉଛି। Poco F1କୁ ଗତବର୍ଷ ଅଗଷ୍ଟରେ 6GB ରାମ୍‌ 64GB ଷ୍ଟୋରେଜ୍, 6GB ରାମ୍‌ 128 GB ଷ୍ଟୋରେଜ୍‌ ଓ 8 GB ରାମ୍‌ 256 GB ଷ୍ଟୋରେଜ ସହ ତିନିଟି ଭ୍ୟାରିୟାଣ୍ଟରେ ଲଞ୍ଚ୍‌ କରାଯାଇଥିଲା। କମ୍ପାନୀ ବର୍ତ୍ତମାନ ବେସ୍‌ ଭ୍ୟାରିୟାଣ୍ଚକୁ ଛାଡ଼ି ଅନ୍ୟ ଦୁଇଟିରେ […]

poco

poco

Chinmayee Roy
  • Published: Friday, 09 August 2019
  • Updated: 09 August 2019, 01:15 PM IST

Sports

Latest News

ନୂଆଦିଲ୍ଲୀ: ଚୀନ୍‌ର ସ୍ମାର୍ଟ୍‌ଫୋନ୍‌ ନିର୍ମାତା କମ୍ପାନୀ ‘ସାଓମି’ POCO F1 ସ୍ମାର୍ଟଫୋନ୍‌ର ଅପ୍‌ଡେଟ୍‌ ଭର୍ସନ ‘POCO F2’ ଲଞ୍ଚ୍‌ କରିବାକୁ ଯାଉଛି। ତେଣୁ ଏହାପୂର୍ବରୁ କମ୍ପାନୀ POCO F1ରେ ବହୁତ ଡିସ୍‌କାଉଣ୍ଟ୍‌ ଦେଉଛି।

Poco F1କୁ ଗତବର୍ଷ ଅଗଷ୍ଟରେ 6GB ରାମ୍‌ 64GB ଷ୍ଟୋରେଜ୍, 6GB ରାମ୍‌ 128 GB ଷ୍ଟୋରେଜ୍‌ ଓ 8 GB ରାମ୍‌ 256 GB ଷ୍ଟୋରେଜ ସହ ତିନିଟି ଭ୍ୟାରିୟାଣ୍ଟରେ ଲଞ୍ଚ୍‌ କରାଯାଇଥିଲା। କମ୍ପାନୀ ବର୍ତ୍ତମାନ ବେସ୍‌ ଭ୍ୟାରିୟାଣ୍ଚକୁ ଛାଡ଼ି ଅନ୍ୟ ଦୁଇଟିରେ ରିହାତି ଦେଉଛି। ପୂର୍ବରୁ 6GB ରାମ୍‌ 128 GBର ଷ୍ଟୋର୍ ମୂଲ୍ୟ ୨୩,୯୯୯ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୧୮,୯୯୯ ଟଙ୍କାରେ ମିଳୁଛି। ସେହିଭଳି 8 GB ରାମ୍‌ 256 GBର ମୂଲ୍ୟ ୨୮,୯୯୯ ଟଙ୍କା ରହିଥିବା ବେଳେ ଏବେ ଏହା ୨୨,୯୯୯ ଟଙ୍କାରେ ମିଳୁଛି। ନୂଆ ମୂଲ୍ୟରେ ଏହି ଫୋନ୍‌କୁ ଗ୍ରାହକମାନେ ଫ୍ଲିପ୍‌କାର୍ଟ ଓ ସାଓମିର ଅଫିସିଆଲ୍‌ ୱେବ୍‌ସାଇଟ୍‌ରୁ କିଣିପାରିବେ।

POCO F1ରେ କ’ଣ ରହିଛି ଖାସ୍?

POCO F1 ଡୁଆଲ୍ ସିମ୍ ସପୋର୍ଟେଡ୍ ସହିତ ଓରିଓ ୮.୦ରେ ଚାଲେ। ଏହି ଫୋନ୍‌ରେ ସବୁଠାରୁ ଖାସ୍ କଥା ହେଲା, ଏଥିରେ ୬.୧୮ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି। ଏହାର ଏସ୍‌ପେକ୍ଟ ରେସିଓ ୧୮.୭.୯ ରହିଛି। ଏଥିରେ ସ୍ନାପ୍‌ଡ୍ରାଗନ୍ ୮୪୫ ପ୍ରୋସେସର୍ ଦିଆଯାଇଛି। ସେଲ୍‌ଫି ପାଇଁ ଏଥିରେ ୨୦ ମେଗାପିକ୍ସେଲ୍ ଫ୍ରଣ୍ଟ୍‌ କ୍ୟାମେରା ଦିଆଯାଇଛି। ସେହିଭଳି ରିୟର୍‌ରେ ଏଲ୍ଇଡି ଫ୍ଲାସ୍ ସହିତ ୧୨ ମୋଗାପିକ୍ସେଲ୍‌ର ସୋନୀ ସେନ୍‌ସର୍ ଓ ୫ ମେଗାପିକ୍ସେଲ୍‌ର ସ୍ୟାମ୍‌ସଙ୍ଗ୍‌ ସେନ୍ସର୍ ସହିତ ଦୁଇଟି କ୍ୟାମେରା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଫୋନ୍‌ରେ ଫେସ୍ ଲକିଂ ଫିଚର୍‌ ମଧ୍ୟ ରହିଛି। ଏଥିସହ ଏଥିରେ 4,000mAhର ବ୍ୟାଟେରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story