ପୁଣି ସଂଶୋଧନ ହେବ ୫ଟି ଜିଲ୍ଲାର ଖଣିଜ ପରିବହନ ଭଡା

ଭୁବନେଶ୍ୱର/କେନ୍ଦୁଝର: ରାଜ୍ୟରେ ୫ଟି ଜିଲ୍ଲାରେ ଖଣିଜ ପରିବହନ ଭଡା ସଂଶୋଧନ ହେବ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ବର୍ତ୍ତମାନ ଭଡାକୁ ଟ୍ରକ ମାଲିକ ବିରୋଧ କରୁଥିବାରୁ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ନୂଆ ଭଡା ନିର୍ଦ୍ଦାରଣ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ରମେଶ ମାଝୀ। ଭଡା ବୃଦ୍ଧି ଦାବିରେ ୫ ଦିନ ହେଲା ଟ୍ରକ ମାଲିକ ଆନ୍ଦୋଳନ ଚଳାଇଥିବାରୁ ଖଣିଜ ପରିବହନ ବନ୍ଦ ରହିଥିବା ବେଳେ ଆଜି ପରିବହନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, […]

ramesh-majhi

ramesh-majhi

Rakesh Mallick
  • Published: Thursday, 04 February 2016
  • Updated: 04 February 2016, 03:30 PM IST

Sports

Latest News

ଭୁବନେଶ୍ୱର/କେନ୍ଦୁଝର: ରାଜ୍ୟରେ ୫ଟି ଜିଲ୍ଲାରେ ଖଣିଜ ପରିବହନ ଭଡା ସଂଶୋଧନ ହେବ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ବର୍ତ୍ତମାନ ଭଡାକୁ ଟ୍ରକ ମାଲିକ ବିରୋଧ କରୁଥିବାରୁ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ନୂଆ ଭଡା ନିର୍ଦ୍ଦାରଣ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ରମେଶ ମାଝୀ। ଭଡା ବୃଦ୍ଧି ଦାବିରେ ୫ ଦିନ ହେଲା ଟ୍ରକ ମାଲିକ ଆନ୍ଦୋଳନ ଚଳାଇଥିବାରୁ ଖଣିଜ ପରିବହନ ବନ୍ଦ ରହିଥିବା ବେଳେ ଆଜି ପରିବହନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଗତ ୫ ମାସ ଭିତରେ ଦୁଇଥର  ଖଣିଜ ପରିବହନ ଭଡାରେ ସଂଶୋଧନ କରାଯାଇଛି। ତେବେ ଟ୍ରକ ମାଲିକ ଏଥିରୁ ସନ୍ତୁଷ୍ଟ ନ ଥିବାରୁ ଅନୁଗୋଳ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ ଓ ଜଗତସିଂହପୁର ଜିଲ୍ଲା ପାଇଁ ଭଡାରେ ସଂଶୋଧନ କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ପରିବହନ ବିଭାଗ ଖୁବ ଶୀଘ୍ର ଏହି ୫ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବ। ଜିଲ୍ଲାପାଳମାନଙ୍କ ମତାମତ ଓ ରାଜ୍ୟ ବୈଷୟିକ କମିଟିର ସୁପାରିଶ ଆଧାରରେ ନୂଆ ଭଡା ଧାର୍ଯ୍ୟ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନର ଭଡାକୁ ବିରୋଧ କରି କେନ୍ଦୁଝର ଯୋଡା ଅଞ୍ଚଳର ଟ୍ରକ ମାଲିକମାନେ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ୫ ଦିନ ହେଲା ଖଣିଜ ପରିବହନ ବନ୍ଦ ହୋଇଯାଇଛି। ଏହାଦ୍ୱାରା ଶିଳ୍ପସଂସ୍ଥା ପ୍ରଭାବିତ ହୋଇଛନ୍ତି। ନୂଆଭଡା ଧାର୍ଯ୍ୟ ବେଳେ ସେଠାକାର ପାରିପାର୍ଶ୍ୱିକ ସ୍ଥିତି, ରାସ୍ତାର ଅବସ୍ଥା ଓ ଟ୍ରକର ରକ୍ଷଣା ବେକ୍ଷଣା ଖର୍ଚ୍ଚକୁ ବିଚାରକୁ ନେବା ପାଇଁ ଟ୍ରକ ମାଲିକମାନେ ଦାବି କରିଛନ୍ତି।

ଖଣିଜ ପଦାର୍ଥ ପରିବହନ କ୍ଷେତ୍ରରେ ଟ୍ରକ ମାଲିକସଂଘର ମନମୁଖୀ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ସରକାର ପ୍ରଥମେ ଗତ ଅଗଷ୍ଟ ମାସରେ ପରିବହନ ଭଡା ଧାର୍ଯ୍ୟ କରିଥିଲେ। ତେବେ ଏହାକୁ ବରୋଧ ହେବାରୁ ପୁଣି ନଭେମ୍ବର ମାସରେ ଭଡା ସଂଶୋଧନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story