ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର୍‌ ଉତ୍ପାଦନ କ୍ଷମତା ବଢ଼ିବ

ଭୁବନେଶ୍ୱର: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର୍‌ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଷ୍ଟିଲ୍‌ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଲକ୍ଷ୍ୟ ରଖିଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ପରେ  ସେଲ୍‌ ଚେୟାରମ୍ୟାନ୍‌ ପି.କେ ସିଂ ଏହି ସୂଚନା ଦେଇଛନ୍ତି। ଷ୍ଟିଲ୍‌ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୨ରୁ ୪.୫ ମିଲିୟନ୍‌ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ସେହିପରି ୧୦ ହଜାର କୋଟି ଟଙ୍କା  ବିନିମୟରେ ପ୍ଲାଣ୍ଟର୍‌ […]

raulkela-stile-plant

raulkela-stile-plant

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 09:29 AM IST

Sports

Latest News

ଭୁବନେଶ୍ୱର: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର୍‌ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଷ୍ଟିଲ୍‌ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌) ଲକ୍ଷ୍ୟ ରଖିଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ପରେ  ସେଲ୍‌ ଚେୟାରମ୍ୟାନ୍‌ ପି.କେ ସିଂ ଏହି ସୂଚନା ଦେଇଛନ୍ତି। ଷ୍ଟିଲ୍‌ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୨ରୁ ୪.୫ ମିଲିୟନ୍‌ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

ସେହିପରି ୧୦ ହଜାର କୋଟି ଟଙ୍କା  ବିନିମୟରେ ପ୍ଲାଣ୍ଟର୍‌ ଆଧୁନିକୀକରଣ କରିବା ନେଇ ସେଲ୍‌  ପଦକ୍ଷେପ ନେଉଥିବା ସେ କହିଛନ୍ତି।

ରାଉରକେଲାରେ ସେଲ୍‌ ପକ୍ଷରୁ ଏକ ମେଡିକାଲ କଲେଜ, ଡାକ୍ତରଖାନା ପ୍ରତିଷ୍ଠା ସାଙ୍ଗକୁ ସୁନ୍ଦରଗଡ଼ର ପୁରୁଣାପାଣିରେ ଏକ ସିମେଣ୍ଟ୍‌ କାରଖାନା ଓ ଦକ୍ଷତା ବିକାଶ ତାଲିମ ପ୍ରତିଷ୍ଠାନ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story