୦.୨୫ ପ୍ରତିଶତ ସୁଧହାର କମାଇଲା ଆରବିଆଇ

ମୁମ୍ବାଇ: ମୁଦ୍ରାନୀତି ସମୀକ୍ଷା ପରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ପ୍ରତିଶତ ସୁଧ ହାର ହ୍ରାସ କରିଛି। ଫଳରେ ୬.୫୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ରେପୋ ରେଟ୍‌ ହ୍ରାସ ପାଇଛି। ଗତ ୬ ବର୍ଷ ମଧ୍ୟରେ ରେପୋ ରେଟ୍‌ରେ ସର୍ବାଧିକ ହ୍ରାସ ଘଟିଛି। ମୁଦ୍ରାନୀତି ସମୀକ୍ଷା ପରେ ଆରବିଆଇର ନୂଆ ଗଭର୍ଣ୍ଣର ଅର୍ଜିତ ପଟେଲ ଏହି ଘୋଷଣା କରିଛନ୍ତି। ଆରବିଆଇର ସୁଧ ହାର ହ୍ରାସକୁ କେନ୍ଦ୍ର ସରକାର ସ୍ୱାଗତ କରିଛନ୍ତି। ଏହାଦ୍ୱାରା ମୋଟ ଜାତୀୟ […]

urjit

urjit

Rakesh Mallick
  • Published: Tuesday, 04 October 2016
  • Updated: 05 October 2016, 10:00 AM IST

Sports

Latest News

ମୁମ୍ବାଇ: ମୁଦ୍ରାନୀତି ସମୀକ୍ଷା ପରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ପ୍ରତିଶତ ସୁଧ ହାର ହ୍ରାସ କରିଛି। ଫଳରେ ୬.୫୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ରେପୋ ରେଟ୍‌ ହ୍ରାସ ପାଇଛି। ଗତ ୬ ବର୍ଷ ମଧ୍ୟରେ ରେପୋ ରେଟ୍‌ରେ ସର୍ବାଧିକ ହ୍ରାସ ଘଟିଛି। ମୁଦ୍ରାନୀତି ସମୀକ୍ଷା ପରେ ଆରବିଆଇର ନୂଆ ଗଭର୍ଣ୍ଣର ଅର୍ଜିତ ପଟେଲ ଏହି ଘୋଷଣା କରିଛନ୍ତି।

ଆରବିଆଇର ସୁଧ ହାର ହ୍ରାସକୁ କେନ୍ଦ୍ର ସରକାର ସ୍ୱାଗତ କରିଛନ୍ତି। ଏହାଦ୍ୱାରା ମୋଟ ଜାତୀୟ ଉତ୍ପାଦନ (ଜିଡିପି) ଅଭିବୃଦ୍ଧି ୮ ପ୍ରତିଶତ ହୋଇ ପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଏହାଦ୍ୱାରା ଗୃହ, ଅଟୋମୋବାଇଲ ଓ କର୍ପୋରେଟ୍ ଋଣ ଶସ୍ତା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story