ପୁରୁଣା ୫୦୦ ଓ ୧୦୦୦ ଟଙ୍କା ଜମା ଓ ବଦଳ ନେଇ ଆରବିଆଇର ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ ଟଙ୍କା ଜମା ଓ ବଦଳ ଏବଂ ବ୍ୟାଙ୍କ କାରବାର ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ସେଗୁଡ଼ିକ ହେଉଛି: –        ଆପଣ ଯେତିକି ଟଙ୍କା ଜମା କରିବେ ତାଗ୍ଦର ପୂରା ମୂଲ୍ୟ ଆପଣଙ୍କୁ ମିଳିବ –        ତେବେ ପ୍ରଥମେ ଆପଣ କେବଳ ୪୦୦୦ ଟଙ୍କା ବଦଳ କରିପାରିବେ, ଅବଶିଷ୍ଟ ଆକାଣ୍ଟକୁ ଯିବ –        ଆର୍ବିଆଇ ଶାଖା ସମେତ ସମସ୍ତ ଜାତୀୟକରଣ ବ୍ୟାଙ୍କ, […]

rbi

rbi

Rakesh Mallick
  • Published: Thursday, 10 November 2016
  • Updated: 10 November 2016, 07:27 PM IST

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ ଟଙ୍କା ଜମା ଓ ବଦଳ ଏବଂ ବ୍ୟାଙ୍କ କାରବାର ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ସେଗୁଡ଼ିକ ହେଉଛି:

-        ଆପଣ ଯେତିକି ଟଙ୍କା ଜମା କରିବେ ତାଗ୍ଦର ପୂରା ମୂଲ୍ୟ ଆପଣଙ୍କୁ ମିଳିବ

-        ତେବେ ପ୍ରଥମେ ଆପଣ କେବଳ ୪୦୦୦ ଟଙ୍କା ବଦଳ କରିପାରିବେ, ଅବଶିଷ୍ଟ ଆକାଣ୍ଟକୁ ଯିବ

-        ଆର୍ବିଆଇ ଶାଖା ସମେତ ସମସ୍ତ ଜାତୀୟକରଣ ବ୍ୟାଙ୍କ, ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କ ଓ ପୋଷ୍ଟ  ଅଫିସ୍‌ରେ ଟଙ୍କା ବଦଳ କରି ହେବ

-        ଜଣେ ବ୍ୟକ୍ତି ପରିଚୟପତ୍ର ଦେଖାଇ ଯେକୌଣସି ବ୍ରାଞ୍ଚରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ବଦଳ   କରିପାରିବେ

-        ୪୦୦୦ ଟଙ୍କାରୁ ଅଧିକ ପରିମାଣର ଟଙ୍କା ବଦଳ କରିବାକୁ ଚାହୁଁଥିଲେ ନିଜ ଆକାଉଣ୍ଟ ଥିବା ବ୍ରାଞ୍ଚକୁ ଯିବାକୁ ପଡ଼ିବ। ଅନ୍ୟ ବ୍ୟାଙ୍କରେ ଟଙ୍କା ବଦଳ କରିବାକୁ ଚାହୁଁଥିଲେ ଉପଯୁକ୍ତ ପରିଚୟପତ୍ର ଓ ବ୍ୟାଙ୍କ ଖାତା ସଂପର୍କିତ ସୂଚନା ଦେବାକୁ ହେବ

-        ଏଟିଏମ୍‌କାର୍ଯ୍ୟକାରୀ ହେଲେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଦୈନିକ ୨୦୦୦ ଓ ତାଗ୍ଦପରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ

-        କିଛି ନୋଟ୍‌କୁ ଡିପୋଜିଟ୍‌ମେସିନ୍‌ସହାୟତାରେ ମଧ୍ୟ ଜମା କରାଯାଇପାରିବ

-        ୩୦ ଡିସେମ୍ବର ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ତାଙ୍କ ପୁରୁଣା ନୋଟ୍ ବଦଳ କରିପାରିବେ

-        ଯେଉଁମାନେ ଟଙ୍କା ବଦଳ କରି ନ ପାରିବେ ସେମାନେ ୨୦୧୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଆରବିଆଇର କିଛି ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ପ୍ରମାଣ ଦେଖାଇ           ନୋଟ୍ ବଦଳ କରିପାରିବେ

-        ଆଜିଠୁ ଡିସେମ୍ବର ୩୦ ତାରିଖ ଯାଏଁ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ଜମା କଲେ ଟିକସ ଦେବାକୁ ହେବ

-        ଜମାକାରୀଙ୍କ ଜମା ରାଶି ସହ ଆୟକର ଘୋଷଣା ମେଳ ନ ହେଲେ ୨୦୦ ପ୍ରତିଶତ ଜୋରିମାନା ଦେବାକୁ ପଡ଼ିବ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story