ଟଙ୍କା ଉଠାଣ ପରିମାଣ ବଢ଼ିଲା

ନୂଆଦିଲ୍ଲୀ: ୫୦୦ ଓ ୧୦୦୦ ଟଙ୍କା ଅଚଳ ହୋଇଯିବା ପରେ ବ୍ୟାଙ୍କରୁ ଜଣେ ବ୍ୟକ୍ତି ଦିନକୁ ସର୍ବାଧିକ ଦଶ ହଜାର ଓ ସପ୍ତାହକୁ କୋଡ଼ିଏ ହଜାର ଟଙ୍କା ଉଠାଇ ପାରିବ ବୋଲି କେନ୍ଦ୍ର ସରକାର ଯେଉଁ ଘୋଷଣା କରିଥିଲେ ସେଥିରେ ଆଜି ପରିବର୍ତ୍ତନ କରିଛନ୍ତି। ଏଣିକି ସପ୍ତାହକୁ ଜଣେ ଚବିଶ ହଜାର ଟଙ୍କା ଉଠାଇ ପାରିବେ। ତା’ସହ ଦୈନିକ ସର୍ବାଧିକ ୧୦ ହଜାର ଟଙ୍କା ଉଠାଣ କଟକଣାକୁ ହଟାଇ ଦିଆଯାଇଛି। ଫଳରେ ଜଣେ ଏକାଥରକେ ଚବିଶ ହଜାର […]

note

note

Rakesh Mallick
  • Published: Sunday, 13 November 2016
  • Updated: 14 November 2016, 11:12 AM IST

Sports

Latest News

ନୂଆଦିଲ୍ଲୀ: ୫୦୦ ଓ ୧୦୦୦ ଟଙ୍କା ଅଚଳ ହୋଇଯିବା ପରେ ବ୍ୟାଙ୍କରୁ ଜଣେ ବ୍ୟକ୍ତି ଦିନକୁ ସର୍ବାଧିକ ଦଶ ହଜାର ଓ ସପ୍ତାହକୁ କୋଡ଼ିଏ ହଜାର ଟଙ୍କା ଉଠାଇ ପାରିବ ବୋଲି କେନ୍ଦ୍ର ସରକାର ଯେଉଁ ଘୋଷଣା କରିଥିଲେ ସେଥିରେ ଆଜି ପରିବର୍ତ୍ତନ କରିଛନ୍ତି। ଏଣିକି ସପ୍ତାହକୁ ଜଣେ ଚବିଶ ହଜାର ଟଙ୍କା ଉଠାଇ ପାରିବେ। ତା’ସହ ଦୈନିକ ସର୍ବାଧିକ ୧୦ ହଜାର ଟଙ୍କା ଉଠାଣ କଟକଣାକୁ ହଟାଇ ଦିଆଯାଇଛି। ଫଳରେ ଜଣେ ଏକାଥରକେ ଚବିଶ ହଜାର ଟଙ୍କା ଉଠାଇ ପାରିବ।

ସେହିପରି ଏଟିଏମ୍‌ରୁ ମଧ୍ୟ ଟଙ୍କା ଉଠାଣ ପରିମାଣ ବଢ଼ାଇ ଦିଆଯାଇଛି। ଆଜି ସୁଦ୍ଧା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଟିଏମ୍‌ରୁ ଏକାଥରକେ ମାତ୍ର ୨୦୦୦ ଟଙ୍କା ଉଠାଇ ହେଉଥିଲା। ତେବେ ଆଜି ସରକାର ଏହି ପରିମାଣକୁ ୨୫୦୦ ଟଙ୍କାକୁ ବୃଦ୍ଧି କରି ଦେଇଛନ୍ତି।

ସେହିପରି ପୁରୁଣା ନୋଟ୍ ବଦଳ ପରିମାଣ ବଢ଼ାଇ ଦିଆଯାଇଛି। ଜଣେ ୪,୫୦୦ ଟଙ୍କା ବଦଳାଇ ପାରିବ।

ଅନ୍ୟପକ୍ଷରେ ଆଜିଠାରୁ ଦିଲ୍ଲୀରେ ନୂଆ ୫୦୦ ଟଙ୍କିଆ ନୋଟ୍ ପ୍ରଚଳନ ଆରମ୍ଭ ହୋଇଛି। ଏହା ଦ୍ୱାରା ଟଙ୍କା ସଙ୍କଟ କିଛି ପରିମାଣରେ ଦୂର ହେବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story