ରାଜ୍ୟରେ ପୁଞ୍ଜି ବିନିଯୋଗ ଲାଗି ବହୁ କମ୍ପାନୀ ଆଗ୍ରହୀ,ସ୍ମାର୍ଟସିଟି ବିକାଶରେ ସାହାଯ୍ୟ କରିବ ଜାପାନ

ଭୁବନେଶ୍ୱର: ୨୦୨୫ ସୁଦ୍ଧା ଓଡ଼ିଶାକୁ ୨.୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭିଜନ୍ ୨୦୨୫ ଅନ୍ତର୍ଗତ ଓଡ଼ିଶା ସରକାର ଏହି ଲକ୍ଷ୍ୟ ରଖିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି। ମୁମ୍ବାଇରେ ଆୟୋଜିତ ମେକ୍ ଇନ୍ ଇଣ୍ଡିଆ ୱିକ୍ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଥିଲେ ଏ କଥା। ତା’ ସହିତ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଥିବା ସୁବିଧାସୁଯୋଗ ସଂପର୍କରେ ସେ ଶିଳ୍ପ ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ। ମେକ୍‌ […]

cm1

cm1

Rakesh Mallick
  • Published: Sunday, 14 February 2016
  • Updated: 14 February 2016, 04:20 PM IST

Sports

Latest News

ଭୁବନେଶ୍ୱର: ୨୦୨୫ ସୁଦ୍ଧା ଓଡ଼ିଶାକୁ ୨.୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭିଜନ୍ ୨୦୨୫ ଅନ୍ତର୍ଗତ ଓଡ଼ିଶା ସରକାର ଏହି ଲକ୍ଷ୍ୟ ରଖିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି। ମୁମ୍ବାଇରେ ଆୟୋଜିତ ମେକ୍ ଇନ୍ ଇଣ୍ଡିଆ ୱିକ୍ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ କହିଥିଲେ ଏ କଥା। ତା’ ସହିତ ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଥିବା ସୁବିଧାସୁଯୋଗ ସଂପର୍କରେ ସେ ଶିଳ୍ପ ପ୍ରତିନିଧିମାନଙ୍କୁ ଅବଗତ କରିଥିଲେ।

ମେକ୍‌ ଇନ୍‌ ଇଣ୍ଡିଆ ୱିକ୍‌ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୀନ, ଜାପାନ, କୋରିଆ ଓ ଇଟାଲୀର ଇନଭେଷ୍ଟରଙ୍କ ସହ ରାଜ୍ୟରେ ଶିଳ୍ପ ପାଇଁ ଥିବା ସୁଯୋଗ ଓ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପରେ ସହଯୋଗ କରିବାକୁ ଜାପାନ ସହମତି ଦେଇଛି। ଆଇଟି, ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ପରିମଳ କ୍ଷେତ୍ରରେ ଜାପାନ ସହାୟତା ଯୋଗାଇ ଦେବ। ଋଚି-ସୋୟା ଓଡ଼ିଶାରେ ୨୫୦ କୋଟି ଟଙ୍କା ବ୍ୟୟରେ ଦୁଇଟି ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ। ସେହିପରି ସେଲାନିକ୍ ପାରାଦ୍ୱୀପରେ ଏକ ଇଥାନଲ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ। ସାନମିନା ୧ ହଜାର କୋଟି ଟଙ୍କାର ଇଲେକ୍‌ଟ୍ରୋନିକ୍ ଉପକରଣ କଂପାନୀ ପ୍ରତିଷ୍ଠା ଲାଗି ସହମତି ଜଣାଇଛି। ଇଣ୍ଡୋନେସିଆର ଏକ କଂପାନୀ ଭୁବନେଶ୍ୱରରେ ସୋଲାର ପ୍ୟାନେଲ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ। ସେହିପରି ଓଡ଼ିଶାରେ ପୁଞ୍ଜିନିବେଶ ନେଇ ଆଲୋଚନା ଲାଗି ଫୋକ୍‌ସୱାଗନ ପ୍ରତିନିଧି ଖୁବ୍‌ଶୀଘ୍ର ରାଜ୍ୟ ଗସ୍ତରେ ଆସିବେ।

ଏଥିସହ ନେସ୍‌ଲେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ ଅଛି। ଜିଏମ୍‌ଆର୍ ଓଡ଼ିଶାରେ ଏହାର ପ୍ରକଳ୍ପକୁ ସଂପ୍ରସାରଣ କରିବାକୁ ଇଚ୍ଛା ପ୍ରକାଶ କରିଛି। ଟାଟା ଓ ସିମେନ୍ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପରେ ସହାୟତା କରିବେ। ଏଡା ବ୍ୟତୀତ ଆହୁରି ଅନେକ କଂପାନୀ ଓଡ଼ିଶାରେ ପୁଞ୍ଜି ନିବେଶ ଲାଗି ଆଗ୍ରହୀ ଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ର ମାଧ୍ୟମରେ ଜଣାଇଛନ୍ତି। ରାଜ୍ୟରେ ପୁଞ୍ଜିନିବେଶ ବଢ଼ାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି।

ଆଜି ସନ୍ଧ୍ୟାରେ ମୁମ୍ବାଇରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ ଦେଶ ବିଦେଶ ନିବେଶକଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି। ରାଜ୍ୟରେ ଥିବା ଭତ୍ତିଭୂମି ସମ୍ପର୍କରେ ନିବେଶକଙ୍କୁ ଅବଗତ କରିଛୁ। ପୁଞ୍ଜିନିବେଶକାରୀଙ୍କ ପାଇଁ ଓଡ଼ିଶାରେ ଭଲ ବାତାବରଣ ସୃଷ୍ଟି ହେବ। ଇନଭେଷ୍ଟ୍ରର୍ସ ମିଟ ରାଜ୍ୟ ପାଇଁ ବେଶ ଫଳପ୍ରଦ ହେବ।

ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଶିଳ୍ପ ସଚିବ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story