ଶ୍ରୀମନ୍ଦିର ଶିକ୍ଷା ନିକେତନ ପାଇଁ ଜାଗା ଚିହ୍ନଟ ଆରମ୍ଭ

ପୁରୀ: ଶ୍ରୀମନ୍ଦିରର ସେବାୟତଙ୍କ ପିଲାମାନଙ୍କ ଅଧ୍ୟୟନ ପାଇଁ ନିର୍ମାଣ ହେବ ଶ୍ରୀମନ୍ଦିର ଶିକ୍ଷା ନିକେତନ। ଇଂରାଜୀ ମିଡିୟମ ସ୍କୁଲ ଢାଞ୍ଚାରେ ଏଠାରେ ପାଠପଢ଼ା ହେବାକୁ ଥିବା ବେଳେ ଏଥିପାଇଁ  ଜାଗା ଚିହ୍ନଟ ଆରମ୍ଭ ହୋଇଛି। ପୁରୀ ଗଜପତି ମହାରାଜା, ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶାନିଯୋଗ ନାୟକ ପ୍ରମୁଖ ଜାଗାର ଅନୁଧ୍ୟାନ କରିଛନ୍ତି। ଆଗାମୀ ତିନି ବର୍ଷ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ।   ଅନ୍ୟପକ୍ଷରେ ଏହି ପଦକ୍ଷେପକୁ ସେବାୟତ ଓ ଛାତ୍ରଛାତ୍ରୀ ସ୍ୱାଗତ କରିଛନ୍ତି।

puri

puri

Rakesh Mallick
  • Published: Wednesday, 24 February 2016
  • Updated: 24 February 2016, 03:58 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story