ଟାଟା ଷ୍ଟିଲ୍ ପକ୍ଷରୁ ୨୨୮ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ମେଧାବୃତ୍ତି ପ୍ରଦାନ

ସୁକିନ୍ଦା: ଟାଟା ଷ୍ଟିଲ ଆଦିବାସୀ ସାଂସ୍କୃତିକ ସମିତି (ଟିଏସ୍‌ଟିସିଏସ୍‌) ପକ୍ଷରୁ ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୧୨ଟି ବିଦ୍ୟାଳୟ ଓ ୮ଟି ମହାବିଦ୍ୟାଳୟର ୨୨୮ ଜଣ ଆର୍ଥିକ ଅନଗ୍ରସର ଅନୁସୂଚୀତ ଜାତି ଓ ଜନଜାତିର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଜି ଜ୍ୟୋତି ମେଧାବୃତ୍ତି ପ୍ରଦାନ କରାଯାଇଛି। ଏହି ବୃତ୍ତି ମାଧ୍ୟମରେ ମାଧ୍ୟମରେ ଟିଏସ୍‌ଟିସିଏସ୍‌ ତରଫରୁ ୭ମ ଓ ତଦୁର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ୫ମ ଥର ପାଇଁ ଆଜି ସୁକିନ୍ଦାରେ ଜ୍ୟୋତି ମେଧାବୃତ୍ତି ପ୍ରଦାନ […]

tata

tata

Rakesh Mallick
  • Published: Monday, 08 February 2016
  • Updated: 08 February 2016, 04:08 PM IST

Sports

Latest News

ସୁକିନ୍ଦା: ଟାଟା ଷ୍ଟିଲ ଆଦିବାସୀ ସାଂସ୍କୃତିକ ସମିତି (ଟିଏସ୍‌ଟିସିଏସ୍‌) ପକ୍ଷରୁ ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୧୨ଟି ବିଦ୍ୟାଳୟ ଓ ୮ଟି ମହାବିଦ୍ୟାଳୟର ୨୨୮ ଜଣ ଆର୍ଥିକ ଅନଗ୍ରସର ଅନୁସୂଚୀତ ଜାତି ଓ ଜନଜାତିର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଜି ଜ୍ୟୋତି ମେଧାବୃତ୍ତି ପ୍ରଦାନ କରାଯାଇଛି। ଏହି ବୃତ୍ତି ମାଧ୍ୟମରେ ମାଧ୍ୟମରେ ଟିଏସ୍‌ଟିସିଏସ୍‌ ତରଫରୁ ୭ମ ଓ ତଦୁର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ୫ମ ଥର ପାଇଁ ଆଜି ସୁକିନ୍ଦାରେ ଜ୍ୟୋତି ମେଧାବୃତ୍ତି ପ୍ରଦାନ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୯୨୪ଜଣ ଛାତ୍ରଛାତ୍ରୀ ଟାଟା ଷ୍ଟିଲର ଏହି ପଦକ୍ଷେପ ଦ୍ୱାରା ଉପକୃତ ହୋଇସାରିଛନ୍ତି। ଚଳିତ ବର୍ଷ ୮ମରୁ ସ୍ନାତକ ପର୍ଯ୍ୟନ୍ତ ୧୩୪ଜଣ ବାଳକ ଓ ୯୪ଜଣ ବାଳିକାଙ୍କୁ ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ବ୍ଲକ୍ ଅଧ୍ୟକ୍ଷା ଭଗବତୀ ମହନ୍ତ, ଜିଲ୍ଲା ପରିଷଦ ବିଦ୍ୟାଧର ପାତ୍ର, ଟାଟା ଷ୍ଟିଲ୍ ସିଏସ୍‌ଆର୍ ବିଭାଗର ମୁଖ୍ୟ ବୀରେନ୍ ବୁଟ୍ଟା, ସୁକିନ୍ଦା କ୍ରୋମାଇଟ୍ ଖଣି ମୁଖ୍ୟ ରାଜେଶ ପଟେଲ, ଟାଟା ଷ୍ଟିଲ୍ ଓଡ଼ିଶା ସିଏସ୍‌ଆର୍  ବିଭାଗ ମୁଖ୍ୟ ଅମ୍ୱିକା ନନ୍ଦ, ସୁକିନ୍ଦା କ୍ରୋମାଇଟ୍ ଖଣି ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଗୌରାଙ୍ଗ ଦାସ ଓ ସଭାପତି ଏସ୍.ଏନ୍ ପାଣ୍ଡେ ଓ ସ୍ଥାନୀୟ ପଂଚାୟତରାଜ ପ୍ରତିନିଧି ଉପସ୍ଥିତିରେ ଏହି ବୃତ୍ତି ପ୍ରଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story