ନିଯୁକ୍ତ ହେବେ ୧୦,୦୦୦ ନୂଆ ଏଲ୍‌ପିଜି ଡିଷ୍ଟ୍ରିବ୍ୟୁଟର

ବାଲ୍ଲିଆ (ଉତ୍ତରପ୍ରଦେଶ): ଚଳିତ ଆର୍ଥିକ ବର୍ଷରେ ଦେଶରେ ୧୦,୦୦୦ ନୂଆ ଏଲ୍‌ପିଜି ଡିଷ୍ଟ୍ରିବ୍ୟୁଟରଙ୍କୁ ନିଯୁକ୍ତି ଦିଆଯିବ ବୋଲି ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି,“ବର୍ତ୍ତମାନ ଦେଶରେ ୧୮,୦୦୦ ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟର ଅଛନ୍ତି। ଆସନ୍ତା ତିନି ମାସ ମଧ୍ୟରେ ୨,୦୦୦ ନୂଆ ଡିଷ୍ଟ୍ରିବ୍ୟୁଟରଙ୍କୁ ନିଯୁକ୍ତି ଦିଆଯିବ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆଉ ୮,୦୦୦ ନୂଆ ଡିଷ୍ଟ୍ରିବ୍ୟୁଟରଙ୍କୁ ନିଯୁକ୍ତି ଦିଆଯିବ।” ମେ’ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାଲ୍ଲିଆରେ […]

lpg

lpg

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 02:09 PM IST

Sports

Latest News

ବାଲ୍ଲିଆ (ଉତ୍ତରପ୍ରଦେଶ): ଚଳିତ ଆର୍ଥିକ ବର୍ଷରେ ଦେଶରେ ୧୦,୦୦୦ ନୂଆ ଏଲ୍‌ପିଜି ଡିଷ୍ଟ୍ରିବ୍ୟୁଟରଙ୍କୁ ନିଯୁକ୍ତି ଦିଆଯିବ ବୋଲି ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ କହିଛନ୍ତି,“ବର୍ତ୍ତମାନ ଦେଶରେ ୧୮,୦୦୦ ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟର ଅଛନ୍ତି। ଆସନ୍ତା ତିନି ମାସ ମଧ୍ୟରେ ୨,୦୦୦ ନୂଆ ଡିଷ୍ଟ୍ରିବ୍ୟୁଟରଙ୍କୁ ନିଯୁକ୍ତି ଦିଆଯିବ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆଉ ୮,୦୦୦ ନୂଆ ଡିଷ୍ଟ୍ରିବ୍ୟୁଟରଙ୍କୁ ନିଯୁକ୍ତି ଦିଆଯିବ।”

ମେ’ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ବାଲ୍ଲିଆରେ ଉଜ୍ୱଲ ଯୋଜନାର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ଚାଲିଥିବା ପ୍ରସ୍ତୁତି ଦେଖିବା ପାଇଁ ଆଜି ଧର୍ମେନ୍ଦ୍ର ପ୍ରଧାନ ଏଠାକୁ ଆସିଥିଲେ। ୮୦୦୦ କୋଟି ଟଙ୍କାର ଏହି ଯୋଜନାରେ ଦେଶର ବିପିଏଲ୍ ପରିବାରଗୁଡ଼ିକୁ ୫ କୋଟି ମାଗଣା ଏଲ୍‌ପିଜି ସଂଯୋଗ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ୧.୧୩ କୋଟି ରୋଷେଇ ଗ୍ୟାସ୍ ବ୍ୟବହାରକାରୀ ସ୍ୱଇଚ୍ଛାରେ ସେମାନଙ୍କର ସବ୍‌ସିଡି ଛାଡ଼ି ଦେବା ପରେ ଏଥିରୁ ଜମା ହୋଇଥିବା ଅର୍ଥରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ଧର୍ମେନ୍ଦ୍ର କହିଛନ୍ତି,“ଦେଶରେ ୬୧ ପ୍ରତିଶତ ଘରେ ଏଲ୍‌ପିଜି ସଂଯୋଗ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ଏହି ହାର ମାତ୍ର ୫୩ ପ୍ରତିଶତ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story