ଗୁରୁବାର ଭାରତରେ ବଜାର ପ୍ରବେଶ କରିବ Xiaomi Mi 5

ନୂଆଦିଲ୍ଲୀ: ଚାଇନାର ଶ୍ରେଷ୍ଠ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ Xiaomi ଗୁରୁବାର ତା’ର ଫ୍ଲାଗ୍‌ସିପ୍‌ ସ୍ମାର୍ଟଫୋନ୍‌ Mi 5କୁ ଭାରତୀୟ ବଜାରରେ ଛାଡ଼ିବ। Mi4 ଓ Redmi note 3 ପରେ ଏହି ନୂଆ ସ୍ମାର୍ଟଫୋନ୍‌କୁ ଭାରତୀୟ ବଜାରରେ ଛାଡିବାକୁ ମନ ବଳେଇଛି Xiaomi। ଏହି ସ୍ମାର୍ଟଫୋନ୍‌ର ଦର  ୨୭,୦୦୦ ଟଙ୍କା ଭିତରେ ହୋଇପାରେ। ଗୁରୁବାର ଦିନ ଏହି ସ୍ମାର୍ଟ ଫୋନ୍‌ର ପ୍ରକୃତ ଦର ଜଣାପଡ଼ିବ। ଏହାର ବଜାର ପ୍ରବେଶ କରାଇବେ Xiaimoର ଅଧ୍ୟକ୍ଷ ବିନ୍‌ ଲିନ୍‌। ଏହି […]

xiaomi-to-launch-mi-5-in-india-on-thursday

Rakesh Mallick
  • Published: Monday, 28 March 2016
  • Updated: 28 March 2016, 01:31 PM IST

Sports

Latest News

ନୂଆଦିଲ୍ଲୀ: ଚାଇନାର ଶ୍ରେଷ୍ଠ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ Xiaomi ଗୁରୁବାର ତା’ର ଫ୍ଲାଗ୍‌ସିପ୍‌ ସ୍ମାର୍ଟଫୋନ୍‌ Mi 5କୁ ଭାରତୀୟ ବଜାରରେ ଛାଡ଼ିବ। Mi4 ଓ Redmi note 3 ପରେ ଏହି ନୂଆ ସ୍ମାର୍ଟଫୋନ୍‌କୁ ଭାରତୀୟ ବଜାରରେ ଛାଡିବାକୁ ମନ ବଳେଇଛି Xiaomi। ଏହି ସ୍ମାର୍ଟଫୋନ୍‌ର ଦର  ୨୭,୦୦୦ ଟଙ୍କା ଭିତରେ ହୋଇପାରେ। ଗୁରୁବାର ଦିନ ଏହି ସ୍ମାର୍ଟ ଫୋନ୍‌ର ପ୍ରକୃତ ଦର ଜଣାପଡ଼ିବ। ଏହାର ବଜାର ପ୍ରବେଶ କରାଇବେ Xiaimoର ଅଧ୍ୟକ୍ଷ ବିନ୍‌ ଲିନ୍‌।

ଏହି ଫୋନ୍‌ ଚାଇନାରେ ସଫଳତାର ସହ ବଜାର ପ୍ରବେଶ କରିସାରିଛି। ଏହି ଫୋନ୍‌କୁ ନେବାକୁ ପାଖାପାଖି ୧୮ ମିଲିୟନ ଗ୍ରାହକ ପଞ୍ଜୀକୃତ ହୋଇସାରିଛନ୍ତି।

ଏହି ଫୋନ୍‌ରେ Mi5ର 32GB internal storage ଭାରିଏଣ୍ଟରେ 1.8GHz Snapdragon 820 chipset ଓ  3GB RAM ରହିଥିବା ବେଳେ 64GB internal storage ମଡେଲରେ 2.15GHz Snapdragon 820 chipset ଓ 3GB RAM ରହିଛି। ସେହିପରି 128GB ମଡେଲରେ ମଧ୍ୟ ପୂର୍ବ ଦୁଇଟି ସ୍ମାର୍ଟ ଫୋନ୍‌ ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସହ 2.15GHz Snapdragon 820 chipset ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story