କାଲିଠୁ ଆରମ୍ଭ ଇୟର-ଏଣ୍ଡ ସେଲ୍‌: ଏହି ସବୁ ପ୍ରଡକ୍ଟରେ ମିଳିବ ୭୦ ପ୍ରତିଶତ ଡିସ୍‌କାଉଣ୍ଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଫ୍ଲିପ୍‌କାର୍ଟ୍‌ ଆଣିଛି ଇୟର ଏଣ୍ଡ କାର୍ନିଭାଲ। ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଏହି ସେଲ୍‌। ଫ୍ଲିପ୍‌କାର୍ଟ ଦେଇଥିବା ସୂଚନା ମୂତାବକ ଏହି କାର୍ନିଭାଲ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ, ଏଥିରେ ଟିଭି ବଡ଼ ବଡ଼ ଆପ୍ଲାଇନ୍‌ସେସ୍‌ରେ ୭୦ ପ୍ରତିଶତ ଯାଏଁ ରିହାତି ମିଳିବ। ଏହି ୯ ଦିନର ସେଲ୍‌ରେ ଶାଓମି, ସାମସଙ୍ଗ୍‌ ଓ ଭିୟୁ ପରି ବଡ଼ ବଡ଼ କମ୍ପାନିର ଟିଭି ମଡେଲ୍‌ମାନଙ୍କରେ ଆକର୍ଷଣୀୟ ରିହାତି ମିଳିବ।କେବଳ ଏତିକି ନୁହେଁ ସେଲ୍‌ରେ ୱାସିଂ […]

flipkart

flipkart

Chinmayee Roy
  • Published: Saturday, 22 December 2018
  • Updated: 22 December 2018, 09:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଫ୍ଲିପ୍‌କାର୍ଟ୍‌ ଆଣିଛି ଇୟର ଏଣ୍ଡ କାର୍ନିଭାଲ। ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଏହି ସେଲ୍‌। ଫ୍ଲିପ୍‌କାର୍ଟ ଦେଇଥିବା ସୂଚନା ମୂତାବକ ଏହି କାର୍ନିଭାଲ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ, ଏଥିରେ ଟିଭି ବଡ଼ ବଡ଼ ଆପ୍ଲାଇନ୍‌ସେସ୍‌ରେ ୭୦ ପ୍ରତିଶତ ଯାଏଁ ରିହାତି ମିଳିବ।

ଏହି ୯ ଦିନର ସେଲ୍‌ରେ ଶାଓମି, ସାମସଙ୍ଗ୍‌ ଓ ଭିୟୁ ପରି ବଡ଼ ବଡ଼ କମ୍ପାନିର ଟିଭି ମଡେଲ୍‌ମାନଙ୍କରେ ଆକର୍ଷଣୀୟ ରିହାତି ମିଳିବ।କେବଳ ଏତିକି ନୁହେଁ ସେଲ୍‌ରେ ୱାସିଂ ମେସିନ୍‌, ଫ୍ରିଜ୍ ଓ ମାଇକ୍ରୋ ଓଭନରେ ମଧ୍ୟ ଆକର୍ଷଣୀୟ ରିହାତିର ଅଫର ମିଳିବ। ଏହା ବ୍ୟତୀତ ରାତି ୧୨ଟାରୁ ୧ଟା ଭିତରେ କିଛି ମ୍ୟାଜିକଲ୍‌ ଡିଲ୍ସ ମଧ୍ୟ ମିଳିବ।

ଡିସ୍‌କାଉଣ୍ଟ କଥା କହିଲେ Xiaomiର Mi ୪୩ ଇଞ୍ଚର ସ୍ମାର୍ଟ ଟିଭି 4aକୁ ଗ୍ରାହକ ୨୨,୯୯୯ ଟଙ୍କା ବଦଳରେ ୨୧ ହଜାର ୯୯୯ ଟଙ୍କାରେ କିଣିପାରିବେ।  ସେହିପରି ସାମ୍‌ସଙ୍ଗର ୩୨ ଇଞ୍ଚ୍‌ HD LED TV 2018 ସେଲ୍‌ରେ ୨୬ ହଜାର ୯୦୦ ଟଙ୍କା ବଦଳରେ ୧୫ ହଜାର ୯୯୯ ଟଙ୍କାରେ ଉପଲବ୍ଧ ହେବ। ଅର୍ଥାତ୍‌ ଏଥିରେ ୧୦ ହଜାର ୯୦୧ ଟଙ୍କାର ରିହାତି ମିଳିବ। Thomson B9 Pro 40 ଇଞ୍ଚ୍ ଫୁଲ୍‌ HD ସ୍ମାର୍ଟ ଟିଭିକୁ ଗ୍ରାହକ ୨୫,୯୯୯ ଟଙ୍କା ବଦଳରେ ୧୭,୯୯୯ ଟଙ୍କାରେ ମିଳିବ।

ସେହିପରି iFFALCON 4K 55 ଇଞ୍ଚ୍‌ ଆଣ୍ଡ୍ରଏଡ୍‌ ଟିଭିକୁ ସେଲ୍‌ରେ ଗ୍ରାହକ ୫୯,୯୯୦ ଟଙ୍କା ବଦଳରେ ସ୍ପେଶାଲ ଡିସ୍‌କାଉଣ୍ଟରେ ୩୯,୯୯୯ ଟଙ୍କାରେ କିଣିପାରିବେ। ଶେଷରେ ମାଇକ୍ରୋମାକ୍ସ ୩୨ ଇଞ୍ଚ୍ HD TVକୁ ଗ୍ରାହକ ୧୯,୯୯୦ ଟଙ୍କା ବଦଳରେ ୧୦, ୪୯୯ ଟଙ୍କାରେ କିଣିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story