ଖଣ୍ଡା ଧରି ବୁଲୁଥିଲା, ଏବେ ପୋଲିସ କବ୍‌ଜାରେ

ଖଣ୍ଡାକାତି ଧରି ବୁଲୁଥିଲା । ରାଜଧାନୀରେ ଆତଙ୍କ ଖେଳାଉଥିଲା। ରାଜଧାନୀର ରାଜରାସ୍ତାରେ ବିଳମ୍ବିତ ରାତିରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରାଉଥିଲା। ଶେଷରେ ପୋଲିସ ହାତରେ ଧରାପଡ଼ିଲା ରାଜଧାନୀ ଭୁବନେଶ୍ୱରରେ ଚହଳ ପକାଇଥିବା KBN ଡନ୍‌।