ଗୀତ ଗାଇ ଗାଇ ଦହିବରା ବିକିବି

ପେଶାରେ ଦହିବରା ବେପାରୀ । ନିଶା ତାଙ୍କର ଦାସ କାଠିଆ ବଜାଇବା । ଦହିବରା ବେପାର କରୁଛନ୍ତି, ଲୋକଙ୍କୁ ମନୋରଞ୍ଜନ ବି କରୁଛନ୍ତି । କମେଡି କରୁଛନ୍ତି ଗୀତ ବି ଗାଉଛନ୍ତି ।