ଗୋଷ୍ଠୀ ଗଣ୍ଡଗୋଳରେ ୬ ଗୁରୁତର

ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି। ବଢୁଛି ପ୍ରାକ ନିର୍ବାଚନୀ ହିଂସା। ଗଣ୍ଡଗୋଳରେ ୬ ଜଣ ଗୁରୁତର ହୋଇଛନ୍ତି।