ଦିବ୍ୟାଙ୍ଗ ସାରଙ୍କ ମଣିଷ ତିଆରି କାରଖାନା

ଦିବ୍ୟାଙ୍ଗ କିନ୍ତୁ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଘୋଷାରି ହୋଇ ଚାଲନ୍ତି। ସେଥିରେ ଟ୍ୟୁସନ କରି ନିଜ ଗୁଜରାଣ ମେଣ୍ଟାନ୍ତି। ଏ ହେଉଛନ୍ତି କେନ୍ଦ୍ରାପଡାର ରାମ ସାର୍‌।