ପାଣି ଭିତରେ ଫସିଗଲା ଭସାପୋଲ

ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ। ସାତପଡାରୁ ଜହ୍ନୀକୁଦା ଯାଉଥିଲା ଭସାପୋଲ। ଭସାପୋଲରେ ରହିଥିଲେ ୨ଟି ବସ, ଗୋଟିଏ ବୋଲେର,୧୦ରୁ ଅଧିକ ବାଇକ୍ ଓ 100ରୁ ଊର୍ଦ୍ଧ୍ୱ ଲୋକ।