ପିଲାଙ୍କୁ ଲଗାଇ ଲୁଟି ସୁନାଗହଣା

ଲୁଟ ଶୈଳୀ ବଦଳାଇ ଲୁଟୁଛନ୍ତି ରାଜଧାନୀରେ ଲୁଟ କରୁଛନ୍ତି ଲୁଟେରା। ଏମିତି କରି ପୋଲିସକୁ ବି ଚକମା ଦେଉଛନ୍ତି। ଏବେ ଏଇ ଲୁଟେରାମାନଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ବିବାହ ମଣ୍ଡପରେ ଛୋଟ ପିଲାଙ୍କୁ ଲଗାଇ କେମିତି ଲୁଟୁଛନ୍ତି , ଦେଖନ୍ତୁ ସିସିଟିଭି ଫୁଟେଜ