ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର

ବନ୍ଧା ହେଲେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର। ୨ ସହଯୋଗୀଙ୍କ ସହ ମିଶି ଠକିଥିଲେ ୩ କୋଟିରୁ ଅଧକ ଟଙ୍କା। ପୋଲିସ ଆସି ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।