ବ୍ରିଜ ବାଡାରେ ଝୁଲି ରହିଲା ଟ୍ରକ

ଭାରସାମ୍ୟ ହରାଇଲେ ଟ୍ରକକୁ ବ୍ରିଜ ବାଡ଼ାରେ ପିଟି ଦେଲେ ଡ୍ରାଇଭର। । ହେଲେ ଭାଗ୍ୟ ଭଲ, ନଦୀ ଗର୍ଭକୁ ଖସି ଯାଇ ନ ଥିଲା ଟ୍ରକ। ବ୍ରିଜ ବାଡାରେ ଝୁଲି ରହିଥିଲା। ରାତି ସାରା ସେମିତି ଝୁଲି ରହିଲା ଟ୍ରକ୍‌।