ମଉଳିଗଲେ ଅମଳିନ ଲତା

ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା । ସବୁଦିନ ପାଇଁ ଚାଲି ଯାଇଛନ୍ତି କେଉଁ ଅ‍ଫେରା ରାଇଜକୁ । ମଉଳି ଯାଇଛନ୍ତି ଅମଳିନ ଲତା। ନିରବୀ ଯାଇଛି କୋଇଲିର କଣ୍ଠ।