ମା’କୁ ମିଳିଲା ଘର

ଅଲୋଡା ହୋଇଗଲା ମା’। ପୁଅବୋହୂ ପାଇଁ ବୋଝ ହୋଇପଡିଲା। ମାତ୍ର ୨୦ ହଜାର ଟଙ୍କା ପାଇଁ ଘରୁ ବାହାର କରିଦେଲେ ପୁଅବୋହୂ। ଶେଷରେ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ ମା’। ଏବେ କୋର୍ଟଙ୍କ ହସ୍ତକ୍ଷେପ ପରେ ମା’କୁ ମିଳିଛି ଘର।