ମା’ କୋଳକୁ ଫେରି ଆସିଲା ହଜିଲା ପୁଅ

ଖେଳୁଥିବାବେଳେ କୁନି ପୁଅକୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ। ଧମକ ଦେଇଥିଲେ ୧୦ ଲକ୍ଷ ଟଙ୍କା ଦେବାକୁ। ନିଖୋଜର ୫ ଘଣ୍ଟା ପରେ ଚାଲି ଚାଲି ଘରକୁ ଫେରି ଆସିଛି କୁନି ପୁଅ। ଘଟଣା ଘଟିଛି ବରଗଡ ଜିଲ୍ଲାରେ।