ମୋ ଝିଅକୁ ନ୍ୟାୟ ମିଳୁ

<p>କେବେ ମିଳିବ ନ୍ୟାୟ। ପୋଲିସ ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେଲେଣି ବାପା-ମା। ଦୁଷ୍କର୍ମ କରି ଅଭିଯୁକ୍ତ ପାର। ହେଲେ ନାବାଳିକାକୁ ଧରି ବାପା ମା ଥାନାରୁ ମେଡିକାଲ ଧାଉଁଛନ୍ତି। ସବୁଆଡୁ ହତାଶ ହେବା ପରେ ଏବେ ନ୍ୟାୟ ଅପେକ୍ଷାରେ ଭଗବାନଙ୍କୁ ଭରସା କରି ରହିଛନ୍ତି। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଖାଲପାଳ ଗାଁ ଅନ୍ତର୍ଗତ ଚୋରଖଳା ଆଦିବାସୀ ପଡାରେ ଘଟିଥିଲା ଅଘଟଣ।</p>

Ordigital Desk
  • Published: Saturday, 01 January 2022
  • Updated: 01 January 2022, 08:05 PM IST
<p>କେବେ ମିଳିବ ନ୍ୟାୟ। ପୋଲିସ ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେଲେଣି ବାପା-ମା। ଦୁଷ୍କର୍ମ କରି ଅଭିଯୁକ୍ତ ପାର। ହେଲେ ନାବାଳିକାକୁ ଧରି ବାପା ମା ଥାନାରୁ ମେଡିକାଲ ଧାଉଁଛନ୍ତି। ସବୁଆଡୁ ହତାଶ ହେବା ପରେ ଏବେ ନ୍ୟାୟ ଅପେକ୍ଷାରେ ଭଗବାନଙ୍କୁ ଭରସା କରି ରହିଛନ୍ତି। ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଖାଲପାଳ ଗାଁ ଅନ୍ତର୍ଗତ ଚୋରଖଳା ଆଦିବାସୀ ପଡାରେ ଘଟିଥିଲା ଅଘଟଣ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos